Browsing Tag

puri news

ସରକାରୀ ଡାକ୍ତରଖାନାରେ ଭାଗବଣ୍ଟା କରି ନେଉଛନ୍ତି ଲାଞ୍ଚ

ପୁରୀ : ସରକାରୀ ଡାକ୍ତର ଖାନାରେ ଲାଞ୍ଚ କାରବାରକୁ ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ୍‌ ରୋଗୀ ଦେଖି ରୋଗୀଙ୍କ ଘର ଲୋକଙ୍କ ଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
Read More...

ସାଧାରଣ ଭକ୍ତଙ୍କ ପାଇଁ ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର କରୋନା କଟକଣା ଯୋଗୁଁ ସାଧାରଣ ଭ‌କ୍ତ‌ଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭକ୍ତ‌ଙ୍କ ମନରେ ଉଦାସୀନତା ଲାଗି ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ପ୍ରେମୀ ଚାହିଁ ରହିଛ‌ନ୍ତି । ଏତିକି ବେଳେ ଆଜି ଏକ ଖବର ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱ‌ସ୍ତ କରିଛି । ସୂଚନା ଅନୁସାରେ
Read More...

ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟର ରାଜନୀତି ଜଗତରେ ତୁମ୍‌ମ୍ବି ତୋଫାନ୍‌ ଜୋର୍‌ ଧରିଛି । ଏହି ଘଟଣାକୁ ସାଧାରଣ ଲୋକ,
Read More...

ହାଜତ ଭିତରେ ନିର୍ଘାତ ନିର୍ଯାତନା ଅଭିଯୋଗ : ୫ ଅଭିଯୁକ୍ତ ଗୁରୁତର

ପୁରୀ : ହାଜତ ଭିତରେ ପୁଲିସ୍‌ର ନିର୍ଘାତ ନିର୍ୟାତନାର ପୁଣି ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରି ପ୍ରୟୋଗରେ ୫ ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିଥିବା କୁହାଯାଇଛି । ଅଭିଯୋଗ ଅନୁସାରେ ପୁଲିସ୍‌ ସେମାନଙ୍କୁ ୭ ଦିନ ଧରି ରୀତିମତ ପିଟି ଚାଲିଥିବା ଯୋଗୁଁ ସେମାନଙ୍କ ନୋଳା ବସି ମାଂସ ପଚି ଯାଇଥିବା
Read More...

ପୋଲିସ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ : ପୋଲିସ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ପୁରୀ ବାସେଳୀ ସାହି ଥାନା ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିବା ପରେ ପୁରୀ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଯୁବକଙ୍କୁ ମାରଧର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ
Read More...

ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ

ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ
Read More...

ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌ରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କାଫ୍‌ଟେରିଆ‌ ଲୋକାର୍ପିତ କଲେ

ପୁରୀ, (କେପିଏନ୍‌ଏସ୍‌) : ବିଶ୍ୱସ୍ତରୀୟ ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍ ’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିଳ ପୁରୀ ବେଳାଭୂମିରେ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ କାଫ୍‌ଟେରିଆ ଲୋକାର୍ପିତ ହୋଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଦିନ ୧୧ଘଟିକାରେ ଏହି
Read More...

ଏଥର ହବିଷ୍ୟାଳୀଙ୍କୁ ପୁରୀ ଆସିବା ମନା : ବାରଣ କଲା ପୁରୀ ପ୍ରଶାସନ

ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଜମିଥାଏ । କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହବିଷ୍ୟାଳୀଙ୍କୁ ପୁରୀ ଆସିବା ମନା ହୋଇଛି । ତେଣୁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଚଳିତ ବର୍ଷ ଦେଖିବାକୁ ମିଳିବନି । ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳୀମାନଙ୍କୁ ପୁରୀ
Read More...

ମିଳିଲାନି ଆମ୍ବୁଲାନ୍ସ : ଗର୍ଭବତୀ ସ୍ତ୍ରୀଙ୍କୁ ପୁରୀରୁ କଟକ ଟ୍ରଲିରେ ବୋହିଲେ ସ୍ୱାମୀ

ପୁରୀ : ସତ୍ୟବାଦୀ ବ୍ଲକ ଅର୍ନ୍ତଗତ ଦାସବିଦ୍ୟାଧପୁର ଗ୍ରାମର କବୀର ଭୋଇଙ୍କ ଗର୍ଭବତୀ ଧମପତ୍ନୀ ସୁକାନ୍ତିଙ୍କ ଚିକତ୍ସା ପାଇଁ ପୁରୀରୁ କଟକ ପ୍ରାୟ ୯୦ କିଲୋ ମିଟର ଟ୍ରଲିରେ ବୋହିଥିବା ଭଳି ଏକ ଅଭାବନୀୟ ଖବର ମିଳିଛି । ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକର ଶ୍ରୀରାମ ଚନ୍ଦ୍ର ଭଂଜ
Read More...

ପୁରୀରୁ ଆରମ୍ଭ ହେଉଛି ଟ୍ରେନ୍‌ ଚଳାଚଳ

ପୁରୀ, (କେପିଏନ୍‌ଏସ୍‌) : ପୁରୀ ଜିଲ୍ଳାରୁ ଆରମ୍ଭ ହେଇଛି ଟ୍ରେନ୍‌ ଚଳାଚଳ । ଗତ କାଲି ୨ ଟି ଟ୍ରେନ୍‌ ପୁରୀରୁ ବାହାରିଛି ଦୁର୍ଗ ଏକ୍ସପ୍ରେସ୍‌ରେ ପୁରୀରୁ ଯାଇଛନ୍ତି ଯାତ୍ରୀ । ଆଜି କରୋନା କଟକଣା ଭିତରେ ପୁରୀ ଟ୍ରେନ୍‌ ଚଳାଚଳ କରିବାକୁ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା
Read More...