Browsing Tag

patanagarh news

ଆସନ୍ତା ୧୧ରେ ଖପ୍ରାଖୋଲ ବ୍ଳକ ଘେରିବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହେଡ଼କ୍ୱାଟର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶିଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ସମ୍ପର୍କରେ ଏକ
Read More...

ଖପ୍ରାଖୋଲରେ ଛାତ୍ରୀଛାତ୍ରଙ୍କୁ କରୋନା ଟୀକା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କରୋନା ନିୟନ୍ତ୍ରଣ ପାଇଁ ପ୍ରଥମେ ବୟସ୍କ ପରେ ମଧ୍ୟ ବୟସ୍କଙ୍କୁ କରୋନା ଟୀକା ଦେଇଥିବା ବେଳେ ଏବେ ୧୫ରୁ ୧୮ବର୍ଷ ବୟସର ଛାତ୍ରୀଛାତ୍ରଙ୍କୁ ମଧ୍ୟ ମାଗଣାରେ ଟିକା ଦେବା ଆରମ୍ଭ କରିଛନ୍ତି । ଖପ୍ରାଖୋଲ ବ୍ଲକ ଘୁନ୍‌ସର ଆରବିଏସେସ ଉଚ୍ଚ ମାଧ୍ୟମିକ
Read More...

ଆଦିବାସୀମାନଙ୍କ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବେଲପଡ଼ା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବୀରେ ଗତକାଲି ଆଦିବାସୀ ସଂଘ ଏକତ୍ରିତ ହୋଇ ପରମ୍ପରା ଅସ୍ତ୍ରଶସ୍ତ୍ର ଧରି ବେଲପଡ଼ା ତରଣୀ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି
Read More...

ବୃନ୍ଦାବତୀ ବେହେରାଙ୍କ ଦୁଃଖ ପ୍ରଶାସନ ଦେଖିବ କେବେ : ଆବାସ ଯୋଜନାରୁ ବଞ୍ଚିତ ବୃନ୍ଦାବତୀ ବେହେରା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ପ୍ରଶାସନର ଅବହେଳା କି ଜନପ୍ରତିନିଧିମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଜଣେ ୬୪ ବର୍ଷିୟ ହିତାଧିକାରୀ ଆବାସ ଯୋଜନାରୁ ବିଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।
Read More...

ରାମପୁର ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ କମ୍ବଳ ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥିତି ରାମପୁର ଲଷ୍ମୀ ନାରାୟଣ ଯୁବକ ସଂଘ ପକ୍ଷରୁ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭାପତି ମନୋଜ ମେହେର ସମ୍ପାଦକ ରଞ୍ଜିତ ମେହେର ତତ୍ତ୍ଵାବଧାନରେ କମ୍ବଳ ବଣ୍ଟନ କରିଥିଲେ
Read More...

ବନାଇମୁଣ୍ଡା ପଞ୍ଚାୟତ ସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଭାବେ ଜିତାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ବନାଇମୁଣ୍ଡା ଗ୍ରାମରେ ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି
Read More...

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଅବସରରେ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ଏସବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର ଆନୁକୂଲ୍ୟରେ ନୂତନ ବର୍ଷ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଶୀତବସ୍ତ୍ର
Read More...

ପାଟଣାଗଡ ବ୍ଲକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାରେ ଆଜକୁ ପ୍ରାୟ ୬ ବର୍ଷ ହେବ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅନବରତ ଭାବରେ ସାମାଜିକ କାର୍ଯ୍ୟ କରିଆସୁଛି । ଜିଲ୍ଲାରେ ୩୦ରୁ ଅଧିକ ଶାଖାରେ ଏବେ ଯୁବ ପିଢ଼ି ସମାଜସେବା କ୍ଷେତ୍ରରେ କାମ କରୁଛନ୍ତି । ଆଜି ପାଟଣାଗଡ଼ ବ୍ଲକରେ ମଧ୍ୟ ଏହାର
Read More...

୫୦ ବର୍ଷର ସ୍ଵର୍ଣ୍ଣିମ ଇତିହାସ, ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

ଆମ ଗାଁ ସ୍କୁଲ ଭଙ୍ଗା ଘରେ ଚକାଜହ୍ନ ସଦୃଶ : ବରପିଟା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଛି । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ଟି ବସନ୍ତ ଅତିକ୍ରମ କରି
Read More...