Browsing Tag

patanagarh news

ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁ ଚାଲିଗଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଭୋର୍‌ ସମୟରେ ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ କୈଳାସ ଚନ୍ଦ୍ର ସାହୁ(୭୫)ଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ତଳେ କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିଂତୁ ବିଧିର ବିଧାନ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ଆଜି
Read More...

ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଓ ବେଲପଡା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରେନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ପାଇଁ ଖୋଲା ରହୁଥିବା
Read More...

ଗୌଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ତୁଲସୀ ଡୁଙ୍ଗୁରୀ ଗ୍ରାମର ଗୈାଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।ସ୍ୱର୍ଗତ ବର୍ଗେ କେନ୍ଦୁ ମୁଣ୍ଡି ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଏବଂ ଶବର ସଂପ୍ରଦାୟ ଆଦିବାସୀ ନେତା
Read More...

୧୮ କେଜି ଗଞ୍ଜେଇ ସହ ଗାଡି ଜବତ, ଡ୍ରାଇଭର ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ଦ୍ୱାରା ଆଜି ଭୋର ସକାଳୁ ଏକ ଗଂଜେଇ ଗାଡି ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ
Read More...

ଜନମଞ୍ଚ ସିଭିଲ୍ ସୋସାଇଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇସାରିଲାଣି । ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଟଡ଼ାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇଛି । ତେବେ ଏହି ସମୟରେ ଗରିବ ପରିବାରମାନଙ୍କ
Read More...

ଭୁତିଆରବହାଲ ରେଞ୍ଜ ଅଫିସରଙ୍କର ଶ୍ରମିକମାରଣ ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଏତେ ଉର୍ଦ୍ଧକୁ ନେବାରେ ପାଟଣାଗଡ଼ ଡିଭିଜନର ଭୁତିଆରବହାଲ ରେଞ୍ଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଠାରେ ବର୍ତ୍ତମାନ ରେଞ୍ଜ ଅଫିସର ପଲ ହରିପାଲଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଦିନ ମଜୁରିଆମାନେ ଅନେକ ହଇରାଣର
Read More...

ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ପାଇଁ ପାଞ୍ଜି ଶ୍ରବଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ଚାଷୀମାନେ ପାଞ୍ଜି ଶ୍ରବଣ କରିଥାନ୍ତି ସେହି ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଜୁନ୍ ମାସ ମଧ୍ୟରେ ଚାଷ କାମ ଆରମ୍ଭକରିବା ପାଇଁ ପୂର୍ବରୁ ଚାଷୀମାନେ ଅକ୍ଷୟ ତୃତୀୟା ଦିନ ଧାନ ମଞ୍ଜି ମୁଠି ବୁଣିବା ପାଇଁ
Read More...

ବଜ୍ରପାତରେ ଜଲିଗଲା ପତ୍ରଫଡି : ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମରେ ବଜ୍ରପାତ ଯୋଗୁଁ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ
Read More...

ପାଟଣାଗଡ଼ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଲେ ସାମ୍ବାଦିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ସାମୁଖ୍ୟ କୋଭିଡ ଯୋଦ୍ଧା ଘୋଷଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶନା କ୍ରମେ ଆଜି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ
Read More...

ଯୋଗ୍ୟ ଭତ୍ତା ଆଶାୟୀ ହିତାଧିକାରୀ ଯୋଜନାରୁ ବଞ୍ଚିତ : କେବଳ ଶୁଣୁଛନ୍ତି ଆଶ୍ଵାସନା ବାଣୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ସରକାରଙ୍କ ମାସିକ ଭତ୍ତା ବ୍ୟବସ୍ଥା ରହିଛି । ତେବେ ପ୍ରଶାସନିକ କଚ୍ଛପ ଗତି ଯୋଗୁଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ନୂତନ ଧାତୁକ ପଞ୍ଚାୟତ ବରବାହାଲର ୯ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା
Read More...