Browsing Tag

patanagarh news

ଅଖିଳ ଭାରତୀୟ ଗୋଣ୍ଡୱ।ନା ଗୋଣ୍ଡ ମହାସଂଘ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷରୋପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦନ୍ଦରାବାହାଲ ଗୋଣ୍ଡ ଭବନ ଠାରେ ଆଜି ଅଖିଲ ଭାରତୀୟ ଗୋଣ୍ଡୱ।ନା ଗୋଣ୍ଡ ସମାଜ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର
Read More...

କାନୁଟ ଗ୍ରୀଡ଼ ଠାରେ ଟେକ ସପୋର୍ଟ ବିଦ୍ୟୁତ ଫାର୍ମ ଦ୍ୱାରା କର୍ମଚାରୀ ଚୟନରେ ଅନିୟମିତତା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଭୁବନେଶ୍ୱର ଟେକ ସପୋର୍ଟ ଇଲେକ୍ଟ୍ରିକାଳ ଫାର୍ମ ଦ୍ୱାରା ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅଧିନସ୍ଥ ବେଲପଡା ବିଦ୍ୟୁତ ସେକ୍ସନର କାନୁଟ ୩୩/୧୧ କେଭି ଗ୍ରୀଡ଼ ସବ ଷ୍ଟେସନ ଠାରେ ଚଉଦ ଜଣ ଟେକ୍‌ନିସିଏନ, ଲାଇନମେନ ଏବଂ ହେଲ୍ପର ନିଯୁକ୍ତି ପାଇଁ
Read More...

ଅବସର ନେଲେ ଜବହାରଲାଲ କଲେଜର ପ୍ରାଧ୍ୟାପିକା ପିୟମ୍ବଦା ହୋତା

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଜବାହାରଲାଲ କଲେଜର ପ୍ରାଧ୍ୟାପିକା ଡ. ପିୟମ୍ବଦା ହୋତା ନିଜ ଚାକିରୀରୁ ଅବସର ନେଇଛନ୍ତି । ତେବେ କଲେଜରେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଲାପି, ଛାତ୍ରବତ୍ସଳ, ନିଷ୍ଠାପର, ଆମାୟିକ
Read More...

ପଦ୍ମା ବରିହାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଜନାଟିର ସଫଳ ରୂପାୟନ କରିବା ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ଭୂମିକା ରହିଛି, ହେଲେ ଜନପ୍ରତିନିଧି ଓ ପ୍ରଶାସନର ଉଦାସୀନତା ମନୋବଳ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛାଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରୀ କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ
Read More...

ଦୁଇ ବର୍ଷ ତିନି ମାସ ପରେ ଫେରାର୍‌ ଧର୍ଷଣ ଅଭିଯୁକ୍ତ ଗିରଫ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୦ ମାର୍ଚ୍ଚ ୨୦୧୯ ଦିନ ଜଣେ ଯୁବତୀଙ୍କ ଏତଲା କ୍ରମେ ପାଟଣାଗଡ଼ ଥାନାରେ କେସ୍‌ ନଂ.୬୭/୧୯ରେ ଏକ ଧର୍ଷଣ ଓ ହରିଜନ ଆଦିବାସୀ ନିର୍ୟାତନା ଆଇନ ଅଧୀନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣା ପର ଠାରୁ ଭଇଁଷା ଗାଁର ଅଭିଯୁକ୍ତ ଅରୁଣ ପୋଢ଼ ସେହି ସମୟରୁ ପୋଲିସ
Read More...

ଅପହଞ୍ଚ ନେଟୱର୍କ : ୟୁଟ୍ୟୁବ୍ ପାଠପଢା ସାତସପନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବା ବେଳେ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସରକାର । ଖପ୍ରାଖୋଲ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ପଦବୀ ପୂରଣ ଦିଗରେ ବହୁ ଦାବୀ ହୋଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଡାକ୍ତରଖାନା ଉପରେ ପଡୋଶୀ ବରଗଡ଼ ଜିଲ୍ଲା ପଦ୍ମପୁର ଓ
Read More...

ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗରେ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ
Read More...

ପାଟଣାଗଡ଼ର ନାଗରିକମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଓ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନାଗରିକ କମିଟି ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୂହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ
Read More...