ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀରେ ଅଖଣ୍ଡ ଭଜନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ଅବତାର ଦିବସ ଉପଲକ୍ଷେ ୯୭ଟି ଭଜନ ବାବାଙ୍କ ପାଦ ପଦ୍ମରେ ଅର୍ପଣ କରାଯାଇଛି । ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲାର ଭାଇ ଭଉଣୀଙ୍କ ଦ୍ୱାରା ଅଖଣ୍ଡ ଭଜନ ପରିବେଷଣ କରାଯାଇଥିଲା । ଆବାହକ ସନ୍ତୋଷ କୁମାର ପାଢ଼ୀଙ୍କ!-->…
Read More...
Read More...