Browsing Tag

padmapur news

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ତେଜୁଛି ଆନ୍ଦୋଳନ : ୪୮ ଘଣ୍ଟା ପାଇଁ ପଦ୍ମପୁର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ପୁଣି ତେଜୁଛି ଆନ୍ଦୋଳନ । ବିଭିନ୍ନ ସାଂଗଠନିକ ସମର୍ଥନରେ ପଦ୍ମପୁର ନାଗରିକ କମିଟିର ଆହ୍ୱାନ କ୍ରମେ ୪୮ ଘଣ୍ଟା ପାଇଁ ଦିଆଯାଇଛି ପଦ୍ମପୁର ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଜଣାଇ ଆଜି ସକାଳୁ ସମସ୍ତ ଦୋକାନ,
Read More...

କଂସର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଗ୍ରାମର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଚାରୋଟି ପଞ୍ଚାୟତ ଯଥା ଦହିଁତା, ଦହିଗାଁ, କଂସର ଓ ବୁଡାମାଲ ପଞ୍ଚାୟତର ବିଭିନ୍ନ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଛିନ୍ଦେଇକେଲାରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କର୍ତ୍ତା ଭରତଚନ୍ଦ୍ର ସାହୁ ଓ ନଳିତା ସାହୁଙ୍କ ସ୍ଵ ଉଦ୍ୟମରେ ମନ୍ଦିର ପୂଜକ କର୍ମକାଣ୍ଡ ବିଶାରଦ ଓ ଦକ୍ଷ
Read More...

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ସୋମବାର ସନ୍ଧ୍ୟାରେ ନାଗରିକ କମିଟିର ଏକ ଜରୁରି ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଇକମାଲ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ପାଇଁ କମିଟି ସଭ୍ୟମାନେ
Read More...

ଦାବୀ ପୂରଣ ନ ହେଲେ ଉପନିର୍ବାଚନରେ ଅସହଯୋଗ କରିବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ଲୋକଙ୍କ ନିମନ୍ତେ ଅନେକ ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅସନ୍ତୁଷ୍ଟ ପ୍ରାଥମିକ ଶିକ୍ଷକମାନଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକେଇବା ଭଳି ପରିସ୍ଥିତି ସୃଷ୍ଟି କରିଛି
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ‘କେରିଅର କାଉନସିଲିଙ୍ଗ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିଶୁ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ ଏବଂ ପାଇକମାଲ ତହସିଲଦାର ପରକ୍ଷୀତ ସାହୁ ମୁଖ୍ୟ ଅଥିତି ଭାବେ ଓ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅଥିତି ଭାବେ ଯୋଗ
Read More...

କେଏମ୍ଏମ୍‌ର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଘନଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ କଲ୍ୟାଣ ମଣ୍ଡପ ଠାରେ କେଏମ୍ଏମ୍‌ର ଦ୍ଵିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଙ୍ଗଠାନିକ ବିସ୍ତୁରତା ପାଇଁ ଆଲୋଚନା ହୋଇଥିଲା । ଆଜି ଘନଶ୍ୟାମ ସାହୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର
Read More...

ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଓ ଛିନ୍ଦେଇକେଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏଡ଼୍‌ ଏଟ୍‌ ଆକ୍ସନ, ୟୁନିସେଫ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଓ ବରଗଡ଼ ପୋଲିସର ମିଳିତ ସହଯୋଗରେ ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ
Read More...

ଜଳିଗଲା ବଡପଣ୍ତା ବସ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ରହୁଥିବାର ବଡ଼ପଣ୍ଡା ବସ୍‌ର ମାଲିକ ଶରତ ବଡ଼ପଣ୍ଡାଙ୍କ ଘର ସାମ୍ନାରେ ଥିବା ଗୋଟିଏ ବସ୍‌କୁ ଅସାମାଜିକ ଲୋକେ ନିଆଁ ଲଗାଇ ଜାଳି ଦେଇଥିବା ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଘର ସମ୍ମୁଖରେ ଥିବା ବସ୍‌ ଜଳୁଥିବା ଅନ୍ୟ
Read More...

ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ଜାମୁଟପାଲି ଗାଁର କ୍ଷୁଦ୍ର ଗରିବ ଚାଷୀ ଗୋଲାପ ପାଇକଙ୍କ ପୁତ୍ର ରଞ୍ଜନ ପାଇକ ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି । ସରକାରୀ ମେଡିକାଲ କଲେଜ, କେନ୍ଦୁଝରରେ ନାମ ଲେଖାଇବା ପାଇଁ
Read More...