Browsing Tag

padmapur news

ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର କାର୍ଯ୍ୟକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଔଷଧ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏବଂ ବ୍ୟବସ୍ଥା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଜନଷୌଧି କେନ୍ଦ୍ର ବର୍ତ୍ତମାନ ଏକ ସବୁଠୁ ବଡ଼ ସୁବିଧା ହିସାବରେ ସରକାରଙ୍କ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ବାଇକ୍‌ ମୁହାଁମୁହିିଁ ଧ‌କ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ବସନା ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଆସୁଥିବା ସମୟରେରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରୀତ ଆଡୁ ଆସୁଥିବା ଏକ ସେଣ୍ଟ୍ରୋ କାର୍‌ରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି କ୍ଷ ବାରମ୍ୱାର ୧୦୮କୁ କଲ କଲେ ମଧ୍ୟ
Read More...

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧୫ ତାରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାଫ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରିପାଲିରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍‌ଙ୍କୁ
Read More...

ଦୀପାଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ : ବର୍ଷ ବର୍ଷ ଧରି ଉପେକ୍ଷିତ ଥିବା ଟେମରିରୁ ଗୋଇବାହାଲି ପର୍ଯ୍ୟନ୍ତ ହେବ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସାଧାରଣ ନାଗରିକ ଚାହିଁଲେ ଅସାଧାରଣ କାମ ମଧ୍ୟ ସିଦ୍ଧ ହୋଇଯାଏ । ଅସମ୍ଭବ ଲାଗୁଥିବା କାର୍ୟ୍ୟ ସମ୍ଭବ ହୋଇଥାଏ । ନିରନ୍ତର ଚେଷ୍ଟା ତଥା ଉତ୍ସର୍ଗୀକୃତଏବଂ ନିଃସ୍ୱାର୍ଥପର ସେବା ମନୋଭାବ ନେଇ ଏହାର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି ବରଗଡ଼ ଜିଲ୍ଲା
Read More...

ପଦ୍ମପୁର ରାଜାଙ୍କ ‘ଚାନ୍ଦମାରୀ’ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଚାଲିଥିବା ତ୍ରିଦିନାତ୍ମକ ଦୁର୍ଗା ପୂଜାର ପୂର୍ଣ୍ଣାହୂତି ପଡି ସାରିଛି । ତିନି ଦିନ ଧରି ପଦ୍ମପୁର ରାଜବାଟୀ ପୂଜା ମଣ୍ଡପ ଠାରେ ପୂଜା ହୋଇ ଆସୁଥିବା ରାଜାଙ୍କର ପାଟଖଣ୍ଡା ସସମ୍ମାନ ସହ ରାଜ ପାରିବାରର ଲୋକ ତଥା ପୂଜକମାନେ ରାଜ
Read More...

ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଜମି ସମସ୍ୟା ସଂପର୍କିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ କିଛି ସ୍ଥାନରେ ଜମି ହସ୍ତାନ୍ତର ସଂପର୍କିତ ସମସ୍ୟା ରହିଥିବାରୁ ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ପାରୁନାହିଁ । ଏ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ
Read More...

କ୍ୟାନ୍‌ସର୍‌ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ନାରାୟଣ ବୁଦ୍ଧିଆଙ୍କ ସ୍ତ୍ରୀ କୁନ୍ତୀ ବୁଦ୍ଧିଆ(୫୮) ଦୀର୍ଘ ଦିନରୁ ଲିଭର ସଂକ୍ରମଣ ରୋଗରେ ପୀଡିତ ଥିଲେ । ଟଙ୍କା ଅଭାବରୁ ତାଙ୍କର ଚିକତ୍ସା କରିବାରେ ଅସମର୍ଥ ପ୍ରକାଶ କରିଥିଲେ ପରିବାରବର୍ଗ । ଗତ ୧୨ତାରିଖରେ
Read More...

ମାଟିଲଗ୍ନା ରାଜ୍ୟସ୍ତରୀୟ ଉତ୍ସବରେ ସାହିତ୍ୟିକ ତଥା ଶିକ୍ଷକ ଦମ୍ପତ୍ତି ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜୟା ଦଶମୀ ଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ନୀରବଚ୍ଛିନ୍ନ
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ବରଗଡ଼ ଜିଲ୍ଲାପାଳ : ଟେମରି ରୁ ପଲସଦା ରାସ୍ତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ସରକାର ସବୁବେଳେ ବିକାଶରେ ବିଶ୍ୱାସ କରୁଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଦକ୍ଷତାର ସହିତ ଓଡିଶାକୁ ପ୍ରଗତି ଆଡକୁ ଅଗ୍ରସର କରାଉଛନ୍ତି ବୋଲି ଗୋଟାଏ ବିଶ୍ୱାସ ଲୋକଙ୍କ ଭିତରେ ଜନ୍ମ ନେଇଥିବା ବେଳେ ଏବେ ମଧ୍ୟ କେତେକ ଉପାନ୍ତ ଅଂଚଳ
Read More...

ପୋଲ ନିର୍ମାଣ ନହେଲେ ଜୋର୍‌ଦାର୍‌ ଆନ୍ଦୋଳନ : ଅଂଚଳବାସୀଙ୍କ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଓ ଚର୍ଦାପାଲି ମଝିରେ ପ୍ରବାହିତ ହୋଇଛି ଅଙ୍ଗନଦୀ । ସ୍ଵାଧୀନତା ୭୪ ବର୍ଷ ପରେ ବି ଅବହେଳିତ ଚର୍ଦାପାଲି ଗ୍ରାମ ପଞ୍ଚାୟତକୁ ଭୋଟ୍‌ ସମୟରେ କେତେ ଯେ ନେତା ମନ୍ତ୍ରୀ ସରକାରୀ
Read More...