ପଦ୍ମପୁର ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳାରେ ଅଞ୍ଚଳ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍ର ସ୍ୱେଛାସେବୀମାନଙ୍କ ଯୋଗଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଆର୍.ବି. ସ୍କୁଲ୍ ପଡିଆରେ ବରଗଡ ଜିଲ୍ଲା ନିୟୋଜନ ସଂସ୍ଥା ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏହି କାର୍ୟ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଯୁବ ରେଡକ୍ରସ୍ର!-->…
Read More...
Read More...