Browsing Tag

padmapur news

ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ସମାଜସେବୀ ଏବଂ ଯୁବ ସାମ୍ବାଦିକ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଦଶ ବର୍ଷରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ସମାଜସେବୀ ମୁକେଶ ମୁରାରୀ କେଡିଆଙ୍କ ଉଦ୍ୟମ ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇ ଆସୁଛି । ଗତକାଲି
Read More...

ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ ହୋଇଯାଇଛି । ୮୫ ବର୍ଷ ବୟସ୍କା ଦ୍ରୋପଦୀ ଦାଶ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଉଦ୍ୟମ
Read More...

ପୋଷ୍ୟ ସ୍କୁଲରେ ବନମହୋତ୍ସବ ପାଳନ କଲେ ଟ୍ୱିଟର ଗାର୍ଲ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ଵେଚ୍ଛାସେବୀ ଦୀପା ବାରିକ ନିଜେ ପଢ଼ିଥିବା ସ୍କୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରିକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା
Read More...

ଏଚ୍‌ଡିଏଫ୍‌ସି କମ୍ପାନୀ ଚଞ୍ଚକତା କରି ବରଗଡ ଜିଲ୍ଲାର ୭୦ ହଜାରରୁ ଅଧିକ ଚାଷୀଙ୍କ ପଞ୍ଜିକୃତ ଫସଲ ରିଜେକ୍ଟ କରିଛି,…

ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଓଡିଶା କୃଷି ସଚିବଙ୍କୁ ଭେଟି ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆଜି
Read More...

ପଣ୍ଡିତ ଆନନ୍ଦ ପାଢ଼ୀଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଣ୍ଡିତ ଆନନ୍ଦ ପାଢ଼ୀଙ୍କର ସପ୍ତମ ଶ୍ରଦ୍ଧାଞ୍ଜଳି ତିଥି ଛିନ୍ଦେଇକେଲା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଛି । ଏକ ନିରାଡ଼ମ୍ବର ପରିବେଶରେ ଯଜମାନ ତଥା ଭକ୍ତଙ୍କ ଉପସ୍ଥିତିରେ ସ୍ୱର୍ଗତ ଶ୍ରୀ ପାଢ଼ୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ତାଙ୍କର
Read More...

ବିନ୍ଧ୍ୟବାସିନୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟ ବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟର ବୟୋଜ୍ୟେଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କ ଅବସର ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Read More...

ସମଲପୁରୀ ଦିନ ଅଗଷ୍ଟ ୧ ପାଇଁ ସିର୍‌ଜିନାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳନ ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ସିର୍‌ଜିନା ସଂପାଦକ ରାଜେନ୍ଦ୍ର
Read More...

ଜରି ତଳେ କିଶୋର ପ୍ରଧାନଙ୍କ ପରିବାର : ଆବାସ ଯୋଜନା ସାତସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଯୋଜନା ଉପରେ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ କାର୍ଯ୍ୟକାରୀ କରୁଛନ୍ତି ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ କି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଜରି ତଳେ ଜୀବନ ବିତାଉଥିବା
Read More...

ଗୋଁଣ୍ତ ସମାଜ ତରଫରୁ ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ତପ ଠାରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଗୋଁଣ୍ତ ସମାଜ ବିଭିନ୍ନ ପଦ ପଦାଧିକାରୀଙ୍କ ଗହଣରେ ରାଣୀ ଦୁର୍ଗାଦେବୀଙ୍କ ୪୫୯ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଏହି ବଳିଦାନ ଦିବସରେ
Read More...

ପଦ୍ମପୁରରେ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇ ଯାଇଛି । ପଦ୍ମପୁର ନଗର ବିଜେପି ଯୁବମୋର୍ଚ୍ଚା
Read More...