Browsing Tag

padmapur news

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସମ୍ପାଦକ ଜନକଲାଲ ମେହେର, ସଭାପତି ପୃଥ୍ୱୀରାଜ ସାହୁ, ସଙ୍କୁଳ ପ୍ରମୁଖ ଦ୍ଵାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ
Read More...

୧୮ ଜୁଲାଇରେ ୧୨ ଘଣ୍ଟିଆ ଗାଇସିଲେଟ ବ୍ଲକକୁ ସମ୍ପୂର୍ଣ୍ଣ ଅଚଳ କରିବେ ଚାଷୀ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍‌ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଫସଲ ବୀମା ବିଭ୍ରାଟକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ ଏଚ୍‌ଡିଏଫ୍‌ସି ଏଗ୍ରୋ
Read More...

ଜାତିପ୍ରଥାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିବା ଜଣେ ସନ୍ୟାସୀଙ୍କ ଶବ ସତ୍କାର କଲା ‘ସଂକଳ୍ପ’…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବାହାଲ୍ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର (ନୂଆଁ ଗାଁ)ରେ ଜଣେ ବୃଦ୍ଧ ସନ୍ନ୍ୟାସୀ ରହୁଥିଲେ । ଆଜି ମଙ୍ଗଳବାର ଦିନ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ସଂପର୍କୀୟମାନେ କେହି ନ ଥିଲେ ।
Read More...

ତୁମୁରିପାଣିରେ ନିଆରା ରଥଯାତ୍ରା ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ରଥଯାତ୍ରା କହିଲେ ଆମେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ଘୋଷଯାତ୍ରାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥାଏ । କିନ୍ତୁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ଗ୍ରାମରେ ରଥଯାତ୍ରା ପାଳନ
Read More...

ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଶିକ୍ଷା କମିଟି ସଭାପତି ପ୍ରତାପ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯତୀନ୍ଦ୍ର ହାତୀ, ସମ୍ମାନିତ ଅତିଥି ଭାବେ ଡୋଲାମନି ସାହୁ,
Read More...

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଆସରକୁ ପ୍ରାରମ୍ଭ କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ
Read More...

ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର' ଗତକାଲି ସନ୍ଧ୍ୟାରେ ଉଠାଣ ହୋଇ ଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ସୌମ୍ୟରଞ୍ଜନ ସାହୁ । ଏହି ଉଠାଣ କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ, ସୁକାନ୍ତ ବହିଦାର,
Read More...

ବରିଷ୍ଠ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଗୋପାଳଜୀ ମନ୍ଦିର ପରିସରରେ ସାତ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ସଂକୀର୍ତ୍ତନ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରିଥିଲେ । ମୋ କଣ୍ଠେ ଜଗନାଥର
Read More...

ଟେମରି ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଉଚ୍ଚ ବିଦ୍ୟାଳୟ, ଟେମରିରେ ବନ ମହୋତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଳ ବନଖଣ୍ଡର
Read More...

ବାପୁଜୀ ସ୍ୱେଚ୍ଛାସେଵୀ ସଂଗଠନ କଲେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆବାହାନ କାଲରୁ ଶୁଣାହୋଇ ଆସୁଛି 'ଜଳ ହିିଁ ଜୀବନ' ଏଵେ ତା ସାଙ୍ଗକୁ ଶୁଣା ଗଲାଣି 'ବୃକ୍ଷ ହିଁ ଜୀବନ' । କଥାଟା ମିଛ ନୁହେଁ କାରଣ ବୃକ୍ଷ ନ ରହିଲେ ପ୍ରାଣୀ ମୂହୁର୍ତ୍ତେ ମଧ୍ୟ ବଞ୍ଚିପାରିବ ନାହିଁ । ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ
Read More...