ସୁକ୍ଷାତି ସୂକ୍ଷ୍ମ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ମେହେର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟ ଅତି ସୁକ୍ଷାତି ସୂକ୍ଷ୍ମ ବସ୍ତୁର ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି । ଯେଉଁଠି ସାହିତ୍ୟ ତାର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ ସାହିତ୍ୟ ଓଡିଆ ଭାଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରହିଛି । ଏପରି ନିର୍ମଳ ସୂଚିମନ୍ତ!-->…
Read More...
Read More...