Browsing Tag

padampur news

କେନ୍ଦୁପତ୍ର ଶ୍ରମିକଙ୍କୁ ଦେଇଥିବା ପ୍ରତିଶୃତି ସରକାର ପୁରଣ କରନ୍ତୁ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଲାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବା ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ…
Read More...

ବିଜେପିର ମିଶ୍ରଣ ପର୍ବ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ବିକ୍ରମନଗର ଖେଳ ପଡିଆଠାରେ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳର ଏକ ମିଶ୍ରଣ ପର୍ବ ସହ ତ୍ରୀସ୍ତରୀୟ ପଞ୍ଚାୟତ ପ୍ରସ୍ତୁତି ବୈଠକ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ସଭାପତିତ୍ୱରେ ଓ ପାନାଲାଲ…
Read More...

ଦୀପାଙ୍କ ଟ୍ୱିଟ ପରେ ମାନବିକତା ପ୍ରଦର୍ଶନ କଲା ରେଲ ବିଭାଗ : ବିନା ବୈଧ ଟିକେଟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକ ଅନବରତ ଭାବେ ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁଆଡ଼େ ପରିଚିତ । ସେଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଏହି କ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୬ ଜଣ…
Read More...

ୟୁଥ ରେଡକ୍ରସ ଯୁବ ବାହିନୀର ବିଶ୍ୱ ଏଡ଼ସ୍‌ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ତାଲିମ ଶିବିର ସହ ବିଶ୍ୱ ଏଡ଼ସ୍‌ ଦିବସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଡକ୍ଟର ଜୟ କେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ…
Read More...

ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ପୋଖରୀ ସଫେଇ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ବୁଡାମାଲ ସରକାରୀ ପୋଖରୀ ପାଣି ଅତି ଖରାପ ହୋଇ ଯାଇଥିବାରୁ ତାକୁ ବ୍ଳିଚିଙ୍ଗ ପାଉଡର ଓ ଚୁନ ପକାଇ ସଫା କରାଯାଇଛି । ସୂଚନା ଅନୁସାରେ ଏହି ପୋଖରୀ ପାଣି…
Read More...

ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରକୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ୱାରା ୧୩ ଶହ ଶତାଦ୍ଦୀରେ ନିର୍ମିତ ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ ଦିନ…
Read More...

ପ୍ରାଥମିକ ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଶିକ୍ଷକ ମାଧବ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ…
Read More...

ସୋହେଲା ବ୍ଲକ ଭୁଲିଆ ସମାଜ ସାଂଗଠନିକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେହେରାପାଲିଠାରେ ସୋହେଲା ବ୍ଲକ ଭୁଲିଆ ସମାଜର ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଗଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଭୁଲିଆ ସମାଜର ସଭାପତି ଡ ସୁବାସ ମେହେର, ବାନ୍ଧ ଶିଳ୍ପୀ…
Read More...

୧୧ ତମ ଭିଏସ୍‌ଏସ୍‌ କ୍ରିକେଟ କପ୍‌ ବୁଧାପାଲି ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଲିର ମା' ଭାରତୀ ଖେଳ ପଡିଆଠାରେ ୧୧ ତମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ୍‌ର ମୁଖ୍ୟ ଅତିଥି ବୁଧାପାଲି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ…
Read More...

ଲକ୍ଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ଯୋଗେଶ୍ୱର ପତୋରା ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଗ୍ରାମର ପ୍ରାୟ ଶତାଧିକ ଭାଗବତ ପ୍ରେମୀ ଭକ୍ତମାନେ ଯୋଗଦାନ କରିଥିଲେ । ମନ୍ଦିର ପୂଜାରୀ ସୁବାଷ ପାଢୀ ପୂଜା କାର୍ଯ୍ୟ କରି…
Read More...