ପଦ୍ମପୁର ଏନ୍ଏସିରେ ବିଜେପିର ଜୋରଦାର ପ୍ରଚାର : ବାଇକ ରେଲି, ୱାର୍ଡକୁ ୱାର୍ଡ ପଦଯାତ୍ରା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୌର ପରିଷଦ ନିର୍ବାଚନ ପ୍ରଚାର ଆଜି ଅନ୍ତିମ ଦିବସରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ମୋଟର ସାଇକେଲ ରେଲି ଓ ୱାର୍ଡକୁ ୱାର୍ଡ ପଦଯାତ୍ରା କରି ପୌର ପରିଷଦ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି!-->…
Read More...
Read More...