Browsing Tag

padampur news

ପଦ୍ମପୁର ବାର୍‌ ଏସୋସିଏସନ୍‌ ବାର୍ଷିକ ନିର୍ବାଚନରେ ସଭାପତି ଭାବେ ଉମେଶ ଓ ଉପସଭାପତି ଭାବେ ମାନସ ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ୍‌ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ପଦ ସବୁ ମନୋନୟନ ହୋଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ…
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ(ସାହୁ) ସମାଜର ଏକ କର୍ମଶାଳା ବୈଠକ ଶ୍ରୀ ନୃସିଂହନାଥ ଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ତୈଳିକ ସମାଜର ନୀତି ନିୟମ ତଥା ସମ୍ବିଧାନ ସଂଶୋଧନ ଉପରେ…
Read More...

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ…
Read More...

ଧର୍ମ ପରାୟଣା ମହିଳା ସୌରୀ ଦିଶ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ରଣଜିତପୁର (ଭାଙ୍ଗଫୁଟି) ଗ୍ରାମ ଗୌନ୍ତିଆ ମନବୋଧ ଦିଶ୍ରୀଙ୍କ ଧର୍ମପତ୍ନୀ ସୌରୀ ଦିଶ୍ରୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣା ମହିଳା ତଥା ମେଳାପି ମିଷ୍ଠ…
Read More...

ଲଖମରା ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଲଖମରା ବାଳକୃଷ୍ଣ ନଗରରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଏଡ୍‌ଭୋକେଟ କେଶବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଚର୍ଦାପାଲି ସରପଞ୍ଚ ଉପାସି ନାଏକ, ବୁକୁରାମୁଣ୍ତା ସରପଞ୍ଚ ଆରତୀ…
Read More...

ପଦ୍ମପୁର ବ୍ରାହ୍ମଣ ସମାଜର ସାମୂହିକ ବ୍ରତୋପନୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସମାଜର କଲ୍ୟାଣ ମଣ୍ଡପରେ ଏକ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ ଜଣ ବଟୁଙ୍କୁ ଉପବିତ ପ୍ରଦାନ କରାଯାଇଥିଲା । ସୁଦୂର ଛତିଶଗଡ଼ ଓ ବଲାଙ୍ଗିର ଭଳି ସ୍ଥାନରୁ ଗରିବ ତଥା ସ୍ୱଚ୍ଛଳ ପରିବାରରୁ ବଟୁ…
Read More...

ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରଠାରେ ତିନିଦିନ ଧରି ଚାଲିଥିବା ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି - ୨୦୨୦ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ରାଜବୋଡାସମ୍ବର…
Read More...

ସାଲେପାଲି ବିଦ୍ୟାଳୟର ଶୋଚନୀୟ ଅବସ୍ଥା : ଶିକ୍ଷା ବିଭାଗ ନିରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ସାଲେପାଲି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି । ସୂଚନା ଅନୁସାରେ ଯେଉଁ ବିଦ୍ୟାଳୟ ମାନଙ୍କୁ ସରକାର ବନ୍ଦ କରିଦେଇଛନ୍‌ତି ସେହି ପ୍ରାଥମିକ ବିଦ୍ୟାଳୟ ଗୁଡିକରୁ…
Read More...

ଗଛକଟା ଓ ଜଙ୍ଗଲରେ ନିଆଁ ରୋକିବା ପାଇଁ ଯୁବକଙ୍କ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଗଛକଟା ଓ ଜଙ୍ଗଲରେ ନିଆଁ ରୋକିବା ପାଇଁ ନିଆରା ଉଦ୍ୟମ କରି ବର୍ତ୍ତମାନ ଅଞ୍ଚଳରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ପ୍ରକୃତି ସୁରକ୍ଷା ପାଇଁ ସେ…
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର…
Read More...