Browsing Tag

padampur news

ରାସନ କାର୍ଡ଼ରେ ଦୁର୍ନୀତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଗ୍ରାମ ପଞ୍ଚାୟତରେ ବାରମ୍ବାର ଦୁର୍ନୀତି ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ସାହାଜବାହାଲର କିଛି ଜଣ ଦୁର୍ନୀତିର ପ୍ରତିବାଦରେ କିରାସିନି ଢାଳି ହେଇ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ସହିଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର ତା.୨୭/୧୨/୨୦୧୦ ରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କର୍ମୀ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ କର୍ମୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଘୋଷଣା
Read More...

ରାଜବୋଡାସମ୍ବର ଖେଳପଡିଆରେ ନିଯୁକ୍ତି ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବରଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ପଦ୍ମପୁର ରାଜବୋରାସମ୍ବର ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ପଦ୍ମପୁର ରାଜ ବୋଡସେମ୍ବର ବିଡିଓ ଶଙ୍କର୍ଷଣ ବେହେରା
Read More...

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ସର୍କଲର ଗଣ୍ଠିଆପାଲି, ସାହାଜବାହାଲ, କନ୍ଦୁମୁଣ୍ଡା, ବରକାନୀ, ପୁଟୁକା, ସାଇପାଲି, ଖୁଣ୍ଟପାଲି ଗାଁମାନଙ୍କର ଜାତି ଭାଇଭଉଣୀଙ୍କୁ ନେଇ ଷଷ୍ଠ ଜୋନାଲ ବୈଠକ ବରକାନୀ ଗ୍ରାମର ସ୍ୱର୍ଗତ ଗୟଳ ନାଏକ ଦାନ ଦେଇଥିବା ଜମିରେ
Read More...

ମାନସିଂହ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ୨୬ ଡିସେମ୍ବର ୨୦୨୧ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ, ଜ୍ଞାନଦୀପ
Read More...

କ୍ରିଷ୍ଣା କପ୍ କ୍ରିକେଟ୍ : ସେମିରେ ବାଟତେରମା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବାଟତେରମା ଦଳ ମହୁଲପାଲି ଭେଟେରାନ ଦଳକୁ ହରାଇ ଏବଂ ଦ୍ୱିତୀୟ ମ୍ୟାଚରେ ଗୌଡପାଲି ଦଳ ଜମଲା ଦଳକୁ
Read More...

ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ନୂତନ କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ମାରୁତି ନଗର ଠାରେ ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୂତନ ପଦାଧିକାରୀ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ
Read More...

କ୍ରିଷ୍ଣା କପ୍ କ୍ରିକେଟ୍ : ସେମିଫାଇନାଲରେ ଖଲାବାହାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ କଁଟାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଲାବାହାଲ ଦଳ ଘୁଙ୍ଗି ଦଳକୁ ହରାଇ
Read More...

କଳାକାର ଭତ୍ତାରୁ ବଞ୍ଚିତ ମୁରଲୀ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ୨ ହଜାରରୁ ଅଧିକ ହିତାଧିକାରୀ ସରକାରଙ୍କ କଳାକାର ଭତ୍ତା ପାଉଛନ୍ତି । ତେବେ କଳାକାର ଚିହ୍ନଟ ପ୍ରକ୍ରିୟା ସମୟରେ ବହୁ ଅନିମୟିତତାର ଅଭିଯୋଗ ହୋଇଛି । ବହୁ ବାସ୍ତବ କଳାକାର ଏହି ଭତ୍ତାରୁ ବଞ୍ଚିତ ହୋଇଥିବା ବେଳେ କେତେକ ଅଯୋଗ୍ୟ କଳାକାର
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ
Read More...