Browsing Tag

nuapada news

ଅବ୍ୟବସ୍ଥା ଘେରରେ ସିନାପାଲି ଅବକାରୀ କାର୍ଯ୍ୟାଳୟ : ୩୫ ବର୍ଷ ହେବ ଭଡାଘରେ ଚାଲିଛି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଅବକାରୀ କାର୍ଯ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ନିଜସ୍ଵ କୋଠା ନ ଥିବାରୁ ଦୀର୍ଘ ୩୫ ବର୍ଷ ହେବ ଭଡ଼ାରେ ଚାଲିଛି । ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଓ ରାଜନୈତିକ ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ
Read More...

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠଠାରେ ଗତ ୬ ତାରିଖ ଦିନ ସଂକଳ୍ପ ନେଇଥିବା ବେଳେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଆଶ୍ୱିନ ନବରାତ୍ର କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ
Read More...

ଖଡ଼ିଆଳ ରାଜପ୍ରସାଦ ପାଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପ୍ରସାଦରେ ପଟଖଣ୍ଡା ପୂଜା ପାଉଥିବା ବେଳେ ପବିତ୍ର ଦଶହରା ପର୍ବରେ ପଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଶ୍ଵିନ ମାସ ପବିତ୍ର ସପ୍ତମୀ ତିଥିରେ ପଟଖଣ୍ଡାଭେଟ ପଲିଙ୍କିରେ ବିଜେ କରି ସେବାୟତମାନଙ୍କ ଦ୍ଵାରା
Read More...

ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ପଛୁଆ ବର୍ଗ (ଓବିସି)ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଉଛି । ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ନୂଆପଡା ଜିଲ୍ଲା ପଛୁଆ ବର୍ଗର
Read More...

ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା, ଯାତାୟାତ ପାଇଁ ନାହିଁ ରାସ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଜିକୁ ଦୀର୍ଘଦିନ
Read More...

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ଅଦ୍ଵିକା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜୟ କିଷାନ ହାଇସ୍କୁଲ ପରିସରରେ ବିଶ୍ଵ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ପ୍ରକଳ୍ପ ଅଧିକାରୀ ମନକୁମାରୀ ଲମ୍ବୋଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଅଦ୍ଵିକା
Read More...

ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବ : ଆଦର୍ଶ ଯୁବକ ସଂଘ ତରଫରୁ ସିନାପାଲି ଥାନାରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଦର୍ଶ ଯୁବକ ସଂଘ ତରଫରୁ ନବ ନିର୍ମିତ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବକୁ ନେଇ ଆଦର୍ଶ ଯୁବକ ସଂଘ ସଦସ୍ୟମାନେ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସିନାପାଲି ବିଜୁ
Read More...

ବୋଡେନ ବ୍ଲକରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଟେମରି ଏବଂ ଡ଼ଣେଇବସା ଚାରିଛକ ପଡିଆରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ହେଉଛି ଭିନ୍ନ ଏକ ପରମ୍ପରା । ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ କରି ଦଶହରା ଦଶମୀ ତିଥି ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୮୩ ନମ୍ବର ପାହ୍ୟାରେ ଖଡ଼ିଆଳର ଆର୍ତତ୍ରାଣ ତାଣ୍ଡି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଲାଳସାହେବପଡାର ଜଣେ ମଧ୍ୟବିତ୍ତ ପରିବାରର ପିତା ଭଜମନ ତାଣ୍ଡି ଓ ମାତା ବାସନ୍ତୀ ତାଣ୍ଡିଙ୍କ ଚାରି ପୁଅଝିଅଙ୍କ ମଧ୍ୟରୁ ଦ୍ଵିତୀୟ ନମ୍ୱର ହେଉଛନ୍ତି ଆର୍ତ୍ତତ୍ରାଣ । ସେ ଖଡ଼ିଆଳ ସ୍ଥିତ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପାଠ
Read More...

ପାଣିଟାଙ୍କି ମଟର ଗୃହ ଭିତରୁ ଚୋରି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଂଚାୟତର ପରିମଳ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତିଆରି ହୋଇଥିବା ପାଣିଟାଙ୍କି ଗୃହ ଭିତରୁ ଅନେକ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନମହେଶ୍ୱର ଗ୍ରାମ
Read More...