Browsing Tag

nuapada news

ସିନାପାଲିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ନୂଆପଡ଼ା, (ନିରାକାର ମେହୋର) : ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ହାତୀବେଶ ଅନୁଷ୍ଠିତ ହୋଇଛି । ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ପହଣ୍ତିରେ ସ୍ନାନବେଦୀକୁ ଅଣାଯାଇଥିଲା । ବିଧି ମୁତାବକ ପୂଜା ପରେ
Read More...

ଯୁବତୀଙ୍କୁ ଗର୍ଭବତୀ କରି ହତ୍ୟା ଘଟଣାରେ ଚାରି ଅଭିଯୁକ୍ତ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରୁ ଗତ ୭ ତାରିଖରେ ମିଳିଥିବା ଏକ ନର କଙ୍କାଳ ପଛରେ ଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କୋମନା ପୋଲିସ୍ । ପ୍ରାପ୍ତ ସୂଚନା ଅନୁଯାୟୀ ଆଗ୍ରେନ୍ ଗ୍ରାମର ସୁଶୀଳା ନାମକ ଜଣେ ୨୨ ବର୍ଷୀୟ ଯୁବତୀ
Read More...

ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ଥାନା ଗୋଡତୋଲ ଗ୍ରାମର ଜଣେ ଯୁବକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗୋଡତୋଲ ଗ୍ରାମର ଖୋଲବେହେରା ମାଝୀଙ୍କ ପୁଅ ଇଶ୍ୱର ମାଝୀ(୪୫) କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି । ଗ୍ରାମର
Read More...

ଡ୍ରେନ୍ ପାଣି ନିଷ୍କାସନରେ ବାଧା : ପ୍ରଶାସନିକ ଅଧିକାରୀଙ୍କୁ ସରପଞ୍ଚଙ୍କ ନିବେଦନ, ଡ୍ରେନ୍‌ରେ ପଡିଥିବା ମାଟି ଉଠାଇବା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମର ଡ୍ରେନ୍‌ରେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ନିଜ ଘର ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍‌ରେ ବାଲି ମାଟି ପକାଇ ଦେଇଥିଲେ । ଫଳରେ ଗ୍ରାମର ବିଭିନ୍ନ ସାହିପଡିସାରୁ
Read More...

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟିବି ଟେଷ୍ଟ କରିବାର
Read More...

ମନ୍ତ୍ରୀ ହେବା ପରେ ନିଜ ଜିଲ୍ଲାକୁ ପ୍ରଥମ ଥର ପାଇଁ ଗସ୍ତ କଲେ ରାଜେନ୍ଦ୍ର ଢୋଲକିଆ

ନୂଆପଡା, (ନିରାକାର ମେହେର) : ଅନେକ ବର୍ଷ ପରେ ନୂଆପଡା ଜିଲ୍ଲାକୁ ମନ୍ତ୍ରୀପଦ ମିଳିଥିବାରୁ ନୂଆପଡା ଜିଲ୍ଲାରେ ଚାରିଆଡେ ଖୁସିର ଲହରୀ ଖେଳି ଯାଇଛି । ତିନି ଥର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମିଳିଛି ଯୋଜନା ଓ ସଂଯୋଜନା ବିଭାଗ ସହ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ । ମନ୍ତ୍ରୀ ହେବା ପରେ
Read More...

ମୋ ସରକାର କୋଠରି ସାଜିଛି ଗୋଦାମ ଗୃହ

ନୂଆପଡା, (ନିରାକାର ମେହେର) : ବର୍ତ୍ତମାନ ସାରା ରାଜ୍ୟରେ ୫ଟି ତରଫରୁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ରହିଅଛି । ସେହି କକ୍ଷରେ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ କିମ୍ବା କୌଣସି କାର୍ଯ୍ୟ ପାଇଁ ଆସିଥିବା ସମସ୍ତ ଜନସାଧାରଣଙ୍କ ବିଶ୍ରାମ ପାଇଁ ବା ବସିକି
Read More...

୨୫୧କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସିନପାଲିରେ ପହଞ୍ଚିଲା ଶକ୍ତି କଳସ 

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ପବିତ୍ର ଶକ୍ତି କଳସ ଆସି ପହଞ୍ଚିଛି । କାପସି ଛକଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତି
Read More...

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ସିନାପାଲି ସାମ୍ବାଦିକ ସଂଘ

ନୂଆପଡା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ସାମ୍ବାଦିକମାନଙ୍କ ବିରୁଦ୍ଧରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ସିନାପାଲି ସାମ୍ବାଦିକ ସଂଘ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକ ଜଣକ ସିନାପାଲି ଥାନା
Read More...

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଥିବା ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଦାଦନକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଲଖନା ଥାନା ଅନ୍ତର୍ଗତ ପେଠିଆପାଲି ଗ୍ରାମର କୁମର ରାଉତ(୪୯) ସ୍ତ୍ରୀ ଓ ପିଲାଛୁଆକୁ ଛାଡ଼ି ବ୍ରହ୍ମପୁର ସହରର କେଶପୁର ଗାଁର ଇଟାଭାଟିକୁ କାମ କରିବାକୁ ଯାଇ ୪ ମାସ ହେଲା ଘରକୁ ଫେରି
Read More...