ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ, ୩ ଯବାନ ସହିଦ୍
ନୂଆପଡା, (ନିରାକାର ମେହେର) : ଛତିଶଗଡ-ଓଡିଶା ସୀମାରେ ସିଆର୍ପିଏଫ୍ ଦଳ ଉପରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ତିନି ଯବାନ ସହିଦ ହୋଇଛନ୍ତି । ଏହି ହମଲା ସିଆର୍ପିଏଫ୍-୧୯ ବାଟାଲିୟନର ଆର୍ଓପି ପାର୍ଟି ଉପରେ ହୋଇଛି । ଏଥିରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
!-->!-->…
Read More...
Read More...