Browsing Tag

news of world

ରୁଷ୍‌ରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଆଣିଦେଇଛି ଏକ ଭୟଭୀତ ବାତାବରଣ । ଅନେକ ସାବଧାନତା ଅବଲମ୍ବନ ପରେ ମଧ୍ୟ ସଂକ୍ରମଣ କମୁନି । ଅନେକ ଦେଶ ଆଜି କରୋନା ସଂକ୍ରମଣ ଯୋଗୁଁ ଘାଇଲା ହୋଇ ସାରିଲେଣି । ତେବେ ରୁଷ୍‌ରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଗତ
Read More...

ବିଗୁଡ଼ୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଅବସ୍ଥାରେ ରହିଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ତାଙ୍କର କରୋନା ଟେଷ୍ଟ
Read More...

କରୋନା ପଜିଟିଭ୍‌ ହେବା ପରେ ଟ୍ରମ୍ପ ହସ୍‌ପିଟାଲରେ ଭର୍ତ୍ତି

ୱାସିଂଟନ୍‌ : କରୋନା ପଜିଟିଭ୍‌ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଗତକାଲି ନିଜେ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଥିଲେ । ଆମେରିକାର ୱାଲଟର ରିଡ ମିଲିଟାରୀ ମେଡିକାଲ ସେଣ୍ଟରରେ ପ୍ରାଥମିକ ଚିକିତ୍ସା
Read More...

ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର : ଚୀନ୍‌ ମିସାଇଲ୍‌ର ଖେଳ ଶେଷ

ୱାସିଂଟନ : ଚୀନ୍‌ର ସାମ୍ନା କରିବାକୁ ପାଇଁ ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର, ଯାହାଦ୍ୱାରା ଚୀନ୍‌ ମିସାଇଲ୍‌ର ଖେଳ ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଚୀନ୍‌ର ଘାତକ ‘କେରିଅର୍‌ କିଲର୍‌’ ହାଇପର୍‌ସୋନିକ୍‌ ବୈଲିଷ୍ଟିକ୍‌
Read More...

ବାବ୍‌ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ଆସିବା ପରେ ପାକିସ୍ତାନ ଉଦ୍‌ଗାରିଲା ବିଷ

ନୂଆଦିଲ୍ଲୀ : ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍‌ରୀ ମସ୍‌ଜିଦ୍‌ ଭଂଗା ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାତଲ ଶୁଣାଣି କରି ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିବା ବେଳେ ପାକିସ୍ତାନ ଉଦ୍‌ଗାରିଛି ବିଷ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ
Read More...

ବିଶ୍ୱଯୁଦ୍ଧ କ’ଣ ଆରମ୍ଭ ହୋଇଗଲା ? ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମହାଶକ୍ତିମାନେ ପ୍ରବେଶ କରିବା ନିଶ୍ଚିତ

ନୂଆଦିଲ୍ଲୀ : କରୋନା ସଂକଟ ସହ ସାରା ବିଶ୍ୱ ଲଢ଼ୁଛି । ଏଭଳି ଭୟାବହ ସମୟରେ କ’ଣ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି କି ବୋଲି ଏବେ ସାରା ବିଶ୍ୱରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି । ଭାରତ ଏବଂ ଚୀନ୍‌ ସୀମା ବିବାଦକୁ ନେଇ ସବୁବେଳେ ସାମ୍‌ନା ସାମ୍‌ନି ହେବା ଭଳି ଅବସ୍ଥା ଜାରି ରହିଛି । କେତେ ମାସ
Read More...

ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍‌ ରିପୋର୍ଟ : ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍‌ : ଭାରତ ଦେଉନାହିଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ସଠିକ୍‌ ରିପୋର୍ଟ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଆରୋପ ଲଗାଇଛନ୍ତି । ନିର୍ବାଚନ ପୂର୍ବରୁ ଆୟୋଜିତ ପ୍ରଥମ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌ରେ ଭାରତ ଉପରେ ଏଭଳି ଆରୋପ ପ୍ରଦର୍ଶନ କରିଛନ୍ତି । ସେ ନିଜର
Read More...

କରୋନା ପରେ ‘କେଟ୍‌ କ୍ୟୁ ଭାଇରସ୍‌’ : ଆଇସିଏମ୍‌ଆର୍‌ର ଚେତାବନୀ, ଭାରତରେ ଆତଙ୍କ ସୃଷ୍ଟି କରିପାରେ ନୂଆ ଚୀନ୍‌…

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସହ ସାରା ବିଶ୍ୱ କରୋନା ଭାଇରସ୍‌ କବଳରୁ ବଂଚିବା ପାଇଁ ଲଢେ଼ଇ କରୁଥିବା ବେଳେ ଅନ୍ୟପଟେ ଚୀନ୍‌ର ନୂଆ ଭାଇରସ୍‌ର ଆତଙ୍କ ବିଶ୍ୱ ଉପରେ ଚକ୍‌କର୍‌ କାଟିବା ଆରମ୍ଭ କଲାଣି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସଂଧାନ ପରିଷଦ (ଆଇସିଏମ୍‌ଆର୍‌) ଭାରତ ସରକାରଙ୍କୁ ଚେତାବନୀ
Read More...

ପୁଣି ଭାରତକୁ ରାଫେଲ୍‌ ଦେଲା ଫ୍ରାନ୍ସ

ପ୍ୟାରିସ୍‌ : ଦ୍ୱିତୀୟ ଦଫାରେ ଫ୍ରାନ୍ସ ଭାରତକୁ ୫ଟି ରାଫେଲ ଦେଇଛି । ବର୍ତ୍ତମାନ ଏହି ରାଫେଲ ଗୁଡିକ ଫ୍ରାନ୍ସରେ ରହିଛି । ଅକ୍ଟୋବର ସୁଦ୍ଧା ଭାରତ ମାଟିରେ ଏହି ରାଫେଲ୍‌ ଗୁଡିକ ପହଚିଂବ ବୋଲି ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ଠାରୁ ସୂଚନା ମିଳିଛି । ଏହି ରାଫେଲ୍‌ ବିମାନଗୁଡିକ
Read More...

ଭିଟାମିନ୍‌-ଡି କରୋନା ସଂକ୍ରମଣ ମୃତ୍ୟୁହାର କମାଇବାରେ ସକ୍ଷମତା ରଖୁଛି

ୱାସିଂଟନ୍‌ : କରୋନା ଭାଇରସ୍‌ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଘାତକ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ଯାଇସାରିଛି । ଏଭଳି ସମୟରେ ଆମେରିକାରେ ଏକ ତାଜା ପ୍ରତିରୋଧକ ବିଷୟରେ ଦାବୀ କରାଯାଇଛି, ଯେଉଁମାନଙ୍କ ଶରୀରରେ
Read More...