Browsing Tag

news of world

ସାଉଦି ଆରବ ନେତୃତ୍ୱାଧୀନ ଓଆଇସିରେ ପାକିସ୍ତାନକୁ ଝଟ୍‌କା : କାଶ୍ମୀର ଉପରେ କୌଣସି ଚ‌ର୍ଚ୍ଚା ନାହିଁ

ଇସଲାମାବାଦ : ଅନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଭାରତ ବିରୋଧରେ ବାତାବରଣ ସୃଷ୍ଟି କରିବାକୁ ପାକିସ୍ତାନ ଚେଷ୍ଟା କରୁଛି । ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ବୈଦେଶିକ ମନ୍ତ୍ରୀ ବୈଠକର ଏଜେଣ୍ଡାରେ କାଶ୍ମୀର ପ୍ରସଙ୍ଗ ନାହିଁ । ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ
Read More...

ମାରାଡୋନା‌ଙ୍କ ନିଧନରେ ଆର୍ଜେଣ୍ଟିନାରେ ତିନି ଦିନିଆ ଶୋକ

ଆର୍ଜେଣ୍ଟିନା : ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ପରେ ଆର୍ଜେଣ୍ଟିନାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରେ ଅସୁସ୍ଥତା ପରେ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାରାଡୋନଙ୍କ ମୃତଦେହ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କାସା ରୋଜାରାକୁ ଅଣାଯାଇଛି । ଏଠାରେ
Read More...

ଲଦାଖରୁ ଦକ୍ଷିଣ ଚୀନ୍ ସାଗର ଯାଏଁ ଉତ୍ତେଜନା : ସି ଜିନ୍‌ପିଙ୍ଗଙ୍କ ଚୀନ୍‌ ସେନାକୁ ନିର୍ଦ୍ଦେଶ, ‘ଯୁଦ୍ଧରେ…

ବେଜିଂ : ଭାରତ ସହିତ ପୂର୍ବ ଲଦାଖ ସୀମାରେ ଥିବା ବିଭିନ୍ନଅଂଚଳରୁ ଦକ୍ଷିଣ ଚୀନ୍ ସାଗର ପର୍ୟ୍ୟନ୍ତ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଅଧିକରୁ ଅଧିକ ତାଙ୍କ ସୈନ୍ୟଙ୍‌ଙ୍କୁ ଲଢ଼ୁଆ କରିବାକୁ ଯାଉଛନ୍ତି । ଜିନ୍‌ପିଙ୍ଗ ବୁଧବାର ସଶସ୍ତ୍ର ବାହିନୀକୁ ପ୍ରକୃତ
Read More...

ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଜୈନ ଧର୍ମ ପାଠ ପଢ଼ାଯିବ, ଚେୟାର ପ୍ରତିଷ୍ଠା

ୱାଶିଂଟନ୍ : ଆମେରିକାର କାଲିଫର୍ନିଆ ୟୁନିଭରସିଟି ତିନି ଜଣ ଭାରତୀୟ-ଆମେରିକୀୟ ଦମ୍ପତିଙ୍କଠାରୁ ଏକ ମିଲିୟନ ଡଲାର ଦାନ ପାଇବା ପରେ ବିଶ୍ୱବିଦ୍ୟାଳୟରେ ଜୈନ ଅଧ୍ୟୟନର ଏକ ବେଞ୍ଚ ପ୍ରତିଷ୍ଠା କରିଛନ୍ତି । ଜୈନ ଧର୍ମ ଉପରେ ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକ ସାନ୍ତା ବାର୍ବାରାର କାଲିଫର୍ନିଆର
Read More...

ନବ ନିର୍ବାଚିତ ଜୋ ବାଇଡେନ୍‌ ନୂଆ କ୍ୟାବିନେଟ୍‌ ଘୋଷଣା କଲେ

ୱାଶିଂଟନ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ୟ୍ୟଭାର ଗ୍ରହଣ କରିବେ । ଏବେଠାରୁ ସେ କ୍ୟାବିନେଟର ରୂପରେଖ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
Read More...

ନିଜ ଜାଲରେ ନିଜେ ଫଶିଲା ଗ୍ଲୋବାଲ ଟାଇମ୍ସ : ଚୀନ୍ ମାନିଲା, ଭୁଟାନ ମାଟିରେ ଏକ ନୂତନ ଗ୍ରାମ ସ୍ଥାପନ କରିଛି

ବେଜିଂ : ଚୀନ୍‌ର ଅଫିସିଆଲ୍ ସାଇରନ୍ ଗ୍ଲୋବାଲ୍ ଟାଇମ୍ସ ନିଜ ଜାଲରେ ନିଜେ ଫଶିଛି । ହଠାତ୍ ଅନୁମାନ କରିଛି ଯେ, ଚୀନ୍ ଭୁଟାନର ଜମି ଦଖଲ କରି ପାଙ୍ଗଡା ଗ୍ରାମ ସ୍ଥାପନ କରିଛି । ସୋମବାର ଦିନ ଗ୍ଲୋବାଲ ଟାଇମ୍ସ ଦାବୀ କରିଛି ଯେ, ଭୁଟାନ ସୀମା ନିକଟରେ ଅବସ୍ଥିତ ପାଙ୍ଗଡା ଗ୍ରାମ ଚୀନ୍ ସୀମା
Read More...

ଆମେରିକାର ଘାତକ ଯୁଦ୍ଧ ବିମାନ F-35 ପକାଇଲା ପରମାଣୁ ବୋମା

ୱାଶିଂଟନ୍ : ଚୀନ୍ ଏବଂ ରୁଷ୍‌ ସହ ମୁହାଁମୁହିଁ ସମୟରେ ଆମେରିକା ପ୍ରଥମ ଥର ପାଇଁ ନେଭାଡା ମରୁଭୂମିରେ ମାରାତ୍ମକ ଯୁଦ୍ଧବିମାନ F-35 ‌ଦ୍ୱାରା ପରମାଣୁ ବୋମା ପକାଇବା ପରୀକ୍ଷା କରିଛି । ଏହି ପରୀକ୍ଷଣ ସମୟରେ, F-35 ପରମାଣୁ ବୋମା B61-12 ପକାଇଛି । ଏହି ପରମାଣୁ ବୋମା ସୁପ୍ତ ଅବସ୍ଥାରେ
Read More...

ବ୍ରିଟିଶ ସଂଗୀତଜ୍ଞଙ୍କ ପିଆନୋ ବାଦନରେ ବିଭୋର୍‌ ହେଲେ ବଣୁଆ ମାଙ୍କଡ଼

ଲଣ୍ଡନ : ଥାଇଲ୍ୟାଣ୍ଡର ଐତିହାସିକ ଅଟ୍ଟାଳିକା ଦଖଲ କରୁଥିବା ମାଙ୍କଡମାନଙ୍କୁ ଶାନ୍ତ ରଖିବା ପାଇଁ ବ୍ରିଟିଶ ସଂଗୀତଜ୍ଞ ପଲ୍ ବର୍ଟନ୍ ଏକ ନିଆରା ଉପାୟ ପ୍ରସ୍ତୁତ କରିଛନ୍ତି । ଏହି ପଦ୍ଧତିର ସାହାଯ୍ୟରେ ମାଙ୍କଡମାନେ କେବଳ ଶାନ୍ତ ହୋଇନଥିଲେ ବରଂ ଅନେକେ ଶୋଇ ପଡ଼ିଥିଲେ ମଧ୍ୟ । ଲୋପବୁରୀ
Read More...

ବାଇଡେନଙ୍କୁ ଅଭିନନ୍ଦନ ନ ଜଣାଇବାର କାରଣ କହିଲେ ରୁଷ ରାଷ୍ଟ୍ରପତି ପୁଟିନ

ମସ୍‌କୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟ ପାଇଁ ଅଭିନନ୍ଦନ ନ ଜଣାଇବାର କାରଣ କହିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଶ୍ରୀ ପୁଟିନ୍‌ କହିଛନ୍ତି ଯେ, ଆଇନଗତ ଯୁଦ୍ଧ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ, ତା’ପରେ ସେ ବାଇଡେନଙ୍କୁ
Read More...

ଇମ୍ରାନ‌ଙ୍କ ମନ୍ତ୍ରୀ ସେୟାର କରିଛନ୍ତି ମିଥ୍ୟା ଖବର : ଫ୍ରାନ୍ସ କଲା ପର୍ଦ୍ଦାଫାଶ

ଇସଲାମାବାଦ : ଦୀର୍ଘ ଦିନ ଧରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁସଲମାନ ଦେଶଗୁଡିକର ଟାର୍ଗେଟରେ ରହି ଆସିଛନ୍ତି । ମାକ୍ରୋନ୍ ଫ୍ରାନ୍ସରେ 'ଇସଲାମିକ୍ ବିଚ୍ଛିନ୍ନତାବାଦ'କୁ ସଂକଟ ବୋଲି କହି ଆସୁଛନ୍ତି ଏବଂ ଏଥିପାଇଁ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ
Read More...