Browsing Tag

news of india

ହିନ୍ଦୁ ପ୍ରେମିକା ମୁସଲମାନ ପ୍ରେମିକଙ୍କୁ ଭାଇ କହି ସାଂଗରେ ନେଇ ମହାକାଳ ମନ୍ଦିରରେ ପ୍ରବେଶ କଲେ : ମନ୍ତ୍ର ପାଠ…

ଉଜ୍ଜୟିନୀ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳ ଜ୍ୟୋତିର୍ଲିଙ୍ଗ (ମହାକାଲ ମନ୍ଦିର)ର ଭସ୍ମ ଆରତୀରେ ଜଣେ ମୁସଲମାନ ଯୁବକ ହିନ୍ଦୁ ପ୍ରେମିକା ସହ ପ୍ରବେଶ କରିବା ଘଟଣାରେ ପୁରୋହିତ ଏବଂ ଦେହରକ୍ଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ପୋଲିସର ପଚରାଉଚରା ବେଳେ
Read More...

ହୋଟେଲରେ ଚାଲିଥିଲା ସେକ୍ସ ର‍୍ୟାକେଟ୍ : ଆପତ୍ତିଜନକ ଅବସ୍ଥାରେ ୫ ଜଣ ମହିଳାଙ୍କ ସମେତ ୩୬ଜଣଙ୍କୁ ଗିରଫ କଲା ପୋଲିସ

ନୋଏଡା : ନୋଏଡାରେ ପୋଲିସ ଏକ ସେକ୍ସ ର‍୍ୟାକେଟ୍‌କୁ ଧରିବାରେ ସଫଳ ହୋଇଛି । ସିଗମା ସେକ୍ଟରରେ ଅବସ୍ଥିତ ଦୁଇଟି ହୋଟେଲ ଉପରେ ଚଢ଼ାଉ କରିବା ପରେ ପାଞ୍ଚ ଜଣ ମହିଳାଙ୍କ ସମେତ ୩୬ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନାନୁସାରେ, ଏହି ହୋଟେଲରେ ଏକ ମୁଜ୍‌ରା ପାର୍ଟି ଅନୁଷ୍ଠିତ ହୋଇଥିଲା ।
Read More...

କରୋନା ସଂକ୍ରମଣ ଯୋଗୁଁ ତାମିଲନାଡୁ ସରକାର ସ୍କୁଲ ବନ୍ଦ କଲେ, ସବୁ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ସାରା ଦେଶ କରୋନା ମହାମାରୀ ଯୋଗୁଁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଦେଶରେ ରବିବାର ଦିନ ମଧ୍ୟ ୨.୭୧ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଏହି ମହାମାରୀ ଦ୍ୱାରା ତାମିଲନାଡୁ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି, ଯେଉଁଥିପାଇଁ ରାଜ୍ୟ ସରକାର ଏକ ବଡ
Read More...

ବିଜେପିର ଜମାନତ୍‌ ସାଫ୍‌ କରିଦେବୁ, ଏହି ଲଢେ଼ଇରେ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା : ଅଖିଳେଶ ଯାଦବ

ଲକ୍ଷ୍ନୌ : ଆଜି ଲକ୍ଷ୍ନୌରେ ଯୋଗୀ ସରକାର ଉପରେ ଅଖିଳେଶ ଯାଦବଙ୍କ ଜବର୍‌ଦସ୍ତ ବର୍ଷୁ ଥିବା ଦେଖିବାକୁ ମିଳିଛି । ରବିବାର ଦିନ ସମାଜବାଦି ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି, ଯେଉଁଥିରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ସାଇକେଲରେ ସବାର ହୋଇଛନ୍ତି ।
Read More...

ସମାଜବାଦୀ ପାର୍ଟି ପାଇଁ ବଡ ଝଟ୍‌କା : ମୁଲାୟମ ସିଂଙ୍କ ସାନ ବୋହୂ ବିଜେପିରେ ଯୋଗ ଦେଇପାରନ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ଆହୁରି ସର୍‌ଗରମ୍‌ ହେବାରେ ଲାଗିଛି । ଆଜି ଏକ ବଡ଼ ଧରଣର ଅଘଟଣ ଘଟାଇପାରେ । ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ ଝଟ୍‌କା । ଖବର ଆସୁଛି ଯେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ରବିବାର ସକାଳେ
Read More...

ଦେଶରେ କରୋନା ସଂକ୍ରମଣ କ୍ଷୀପ୍ର : ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୧ ହଜାର ୨୦୨ ନୂତନ ଆକ୍ରାନ୍ତ ଚିହ୍ନଟ, ୩୧୪ ଜଣଙ୍କ…

ନୂଆଦିଲ୍ଲୀ : ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୧ ହଜାର ୨୦୨ଟି ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି । ଗତକାଲି ତୁଳନାରେ ୨ ହଜାର ୩୬୯ ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧ ଲକ୍ଷ ୩୮ ହଜାର ୩୩୧ ଲୋକ ଆରୋଗ୍ୟ ହୋଇଛନ୍ତି । ଏହା ପରେ ଭାରତରେ ମୋଟ ସକ୍ରିୟ ମାମଲା ୧୫ ଲକ୍ଷ
Read More...

ବ୍ରିଟେନର ଗୁପ୍ତଚର ଏଜେନ୍ସି ଏମ୍‌୧୫ର ବଡ ଖୁଲାସା, ଚୀନ୍ ବ୍ରିଟେନ ସାଂସଦମାନଙ୍କୁ ଲାଞ୍ଚ ଦେଉଛି, ଏପରିକି ସଂସଦରେ…

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟଜନକ ମାମଲାରେ ବ୍ରିଟିଶ ଗୁପ୍ତଚର ସଂସ୍ଥା ଏମ୍‌୧୫ (ୟୁକେ ସ୍ପାଏ ଏଜେନ୍ସି ଏମ୍‌୧୫) ଚେତାବନୀ ଦେଇ କହିଛି ଯେ, ଚୀନ୍ କମ୍ୟୁନିଷ୍ଟ ସରକାରଙ୍କ ତରଫରୁ ଜଣେ ଚୀନ୍ ନାଗରିକ ବ୍ରିଟେନ ସଂସଦ ପର୍ୟ୍ୟନ୍ତ ଅନୁପ୍ରବେଶ କରିଛନ୍ତି । ବ୍ରିଟେନର ଆଭ୍ୟନ୍ତରୀଣ ରାଜନୀତିରେ
Read More...

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ : ବିରାଟ କୋହଲି ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଏକ ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ ଗତ ୭ ବର୍ଷରେ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି । ନିଜ କାମକୁ ସେ ସଚ୍ଚୋଟତାର ସହ
Read More...

ଇଞ୍ଜିନିୟର ସ୍ୱାମୀ ୧୫୦ଟି ସୁନା ମୁଦି, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ନେବା ପରେ ଅଡି କାର୍‌ ପାଇଁ ଅଡ଼ି ବସିଲେ : ପତ୍ନୀ…

ଦୁର୍ଗ : ଛତିଶଗଡର ଦୁର୍ଗ ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନାର ଏକ ଉଚ୍ଚ ପ୍ରୋଫାଇଲ୍ ମାମଲା ରୁଜୁ ହୋଇଛି । ଏନ୍‌ଗେଜମେଂଟ ଉତାରୁ ୧୫୦ଟି ସୁନା ମୁଦି, ସୁନା ବ୍ରେସଲେଟ୍, ସୁନା ହାର, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ଦିଆଯିବା ପରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ମଧ୍ୟ ଇଞ୍ଜିନିୟର
Read More...

ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା : ଟ୍ରେନ ଗାର୍ଡ ଏବେ ‘ଟ୍ରେନ ମ୍ୟାନେଜର’ ନାମରେ ନାମିତ ହେବେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି । ଟ୍ରେନଗୁଡିକର 'ଟ୍ରେନ ଗାର୍ଡ' ନାମ ପରିବର୍ତ୍ତନ କରାଯାଇଛି । ଏଣିକି ସେମାନେ ଟ୍ରେନ ମ୍ୟାନେଜର ଭାବରେ ପରିଚିତ ହେବେ । ଭାରତୀୟ ରେଳବାଇ 'ଟ୍ରେନ ଗାର୍ଡ' ପଦବୀକୁ 'ଟ୍ରେନ ମ୍ୟାନେଜର' ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି
Read More...