ଦେଶରେ ବିସ୍ଫୋରକ ସ୍ଥିତି : ଗତ ୨୪ ଘଂଟାରେ ୯୭,୫୭୦ ନୂଆ ଆକ୍ରାନ୍ତ, ୧୨୦୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି କରୋନା ସଂକ୍ରମଣର । ସବୁକିଛି ଅନ୍ଲକ୍ ପରେ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । କ୍ଷୀପ୍ରବେଗରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୭,୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ!-->…
Read More...
Read More...