କ୍ରମାଗତ ୧୩ ଦିନ ଧରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ
• କ୍ରମାଗତ ୩ ଦିନ ଧରି ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷଣ
ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ଭାବେ ୧୩ ଦିନ ଧରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ ରହିଛି । ଗତ ୦୪.୧୦.୨୦୨୦ ସୁଦ୍ଧା ୯,୩୭,୬୨୫ ମାମଲା ଥିବା ବେଳେ ଗତକାଲି ତୁଳନାରେ ଏହା ୭,୩୭୧!-->!-->!-->…
Read More...
Read More...