Browsing Tag

news of india

ପଞ୍ଜାବକୁ ୬୯ ରନରେ ମାତ୍ ଦେଲା ହାଇଦ୍ରାବାଦ୍ : ୯୬ ରନ୍‌ର ଦୃତ ପାଳି ଯୋଗୁଁ ବେୟାରଷ୍ଟୋ ମ୍ୟାଚର ଶ୍ରେଷ୍ଠ ଖେଳାଳି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଆଇପିଏଲ୍ ୨୨ତମ ମ୍ୟାଚ୍ ସରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା । ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ କମାଲ ଯୋଗୁଁ ହାଇଦ୍ରାବାଦ ୬୯ ରନ୍‌ରେ
Read More...

ପୁଣି ଦୁଷ୍କର୍ମ ଘଟଣା : ଗ୍ରେଡର୍‌ ନୋଏଡ଼ାରେ ୧୩ ବର୍ଷୀୟା କିଶୋରଙ୍କ ସହ ଅସଦାଚରଣ, ୩ ଗିରଫ୍‌

ନୋଏଡ଼ା : ହାଥ୍‌ରସ୍‌ ଗଣ ଦୁଷ୍ମର୍ମ ମାମଲାର ନିଆଁ ଏବେ ବି ହୁ ହୁ ହୋଇ ଜଳୁଛି ସାରା ଦେଶରେ । ଏତିକି ବେଳେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗ୍ରେଡର୍‌ ନୋଏଡ଼ାର ଜଣେ ୧୩ ବର୍ଷୀୟା କିଶୋରୀ ବଳାତ୍କାରର ଶିକାର ହୋଇଥିବା ବେଳେ ୩ ଜଣ ବଳାତ୍କାରୀଙ୍କୁ ଗିରଫ୍‌ କରିଛି ପୋଲିସ ।
Read More...

କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲେ ବି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ଙ୍କ ଆଜି ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁତ୍ର ଏବଂ ଏଲ୍‌ଜେପି.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ୍‌ ଏହି ବିଷୟରେ ପୁଷ୍ଟି କରିଛନ୍ତି । ଟ୍ୱିଟ୍‌ କରି ଚିରାଗ୍‌ ପାଶୱାନ୍‌
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ୭୮୫୨୪ ନୂଆ ଆକ୍ରାନ୍ତ, ୯୭୧ ମୃତ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଯାଇଛି । ୧୦୫୫୨୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଲକ୍ଷ ୨୭ ହଜାର ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୭୮୫୨୪ ନୂଆ
Read More...

ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଡ.ଅଶ୍ୱିନୀ କୁମାରଙ୍କ ଦେହାନ୍ତ : ମିଳିଲା ଆତ୍ମହତ୍ୟା ନୋଟ୍

ଶିମଲା : ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଡ.ଅଶ୍ୱିନୀ କୁମାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଥିବା ବେଳେ ଶିମଲା ସ୍ଥତି ତାଙ୍କ ନିଜ ବାସଭବନରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୋଗରେ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା
Read More...

କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ ଏକ ଟ୍ଵିଟ ଜରିଆରେ କରିବେ । ଏହି ଅଭିଯାନ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଶୀତ ଋତୁ ଏବଂ ଆର୍ଥିକ କାର୍ୟ୍ୟକଳାପ
Read More...

ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକର ପରିଚାଳନା ନେଇ କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ୭ଟି ରସାୟନିକ ପଦାର୍ଥର ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାଛଡା କ୍ୟାବିନେଟ କେନ୍ଦ୍ର
Read More...

୮୫ ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉ ଏକ କୀର୍ତ୍ତି

• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୪୮ ଲକ୍ଷରୁ ଅଧିକ• ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର
Read More...

ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ, ଗାଁ ଛାଡ଼ିବାକୁ ଚାହୁଁଛନ୍ତି ପରିବାର ସଦସ୍ୟ : ପୀଡ଼ିତାଙ୍କ ବାପା…

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ ଗୋଟିଏ ପଟେ ଦଙ୍ଗା କରାଇବା ପାଇଁ ଚକ୍ରାନ୍ତ ଚାଲିଥିବାର ପର୍ଦ୍ଦାଫାଶ ହେଉଥିବା ବେଳେ ଅନ୍ୟପକ୍ଷରେ ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇ ଗାଁ ଛାଡ଼ିବାକୁ ଚାହୁଁଥିବା ସୂଚନା ମିଳିଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ଭୀତତ୍ରସ୍ତ
Read More...

ଦେଶର ଏଇ ଜିଲ୍ଲାଗୁଡ଼ିକରେ ଦାୟର ହୁଏ ସବୁଠୁ ଅଧିକ ଦୁଷ୍କର୍ମ ମାମଲା : ଟପ୍‌ ଟେନ୍‌ରେ ରାଜସ୍ଥାନର ୮ ଜିଲ୍ଲା

ନୂଆଦିଲ୍ଲୀ : ହାଥ୍‌ରସ୍‌ ଅମାନୁଷିକ ଗଣ ଦୁଷ୍କର୍ମ ଘଟଣା ପରେ ଦେଶରେ ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ହିଂସା ପୁଣି ଜାତୀୟ ବିଚାର ବିମର୍ଷର ଶୀର୍ଷରେ ରହିଛି । ଆକଳନ ଅନୁସାରେ ଦେଶର ପାଖାପାଖି ସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ଦାୟର୍‌ ହେଉଛି । କିନ୍ତୁ ସବୁଠାରୁ ଅଧିକ ଘଟଣା ଘଟୁଛି
Read More...