Browsing Tag

news of india

ଭୂମିକମ୍ପରେ ଥରିଲା ଇକ୍ୟୁଏଡୋର ଓ ପେରୁ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଦକ୍ଷିଣ ଆମେରିକା ଦେଶ ଇକ୍ୟୁଏଡୋର ଓ ପେରୁ । ଶନିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୧୪ଜଣ ପ୍ରାଣ ହରାଇଲେଣି । ୧୨୬ ଜଣ ଆହତ
Read More...

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର କେରମାଡେକ୍‌ ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା ଆଇସଲାଣ୍ଡ କେରମାଡେକ୍‌ରେ ଗୁରୁବାର ଜୋରଦାର ଝଟ୍‌କା ଅନୁଭୂତ ହୋଇଥିବା
Read More...

ଅଭିନେତା ସମୀର ଖକ୍କରଙ୍କ ପରଲୋକ

ମୁମ୍ବାଇ : ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ ହୋଇଛି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଗତ କିଛି ଦିନ
Read More...

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ । ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ ଅର୍ଥ ବିଧେୟକ ଗୃହୀତ ସହିତ ରେଳବାଇ, ପଞ୍ଚାୟତିରାଜ, ପର୍ୟ୍ୟଟନ,
Read More...

ଓସ୍କାର ୨୦୨୩ : ‘RRR’ର ‘ନାଟୁ ନାଟୁ’କୁ ମିଳିଲା ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ଆୱାର୍ଡ

ନୂଆଦିଲ୍ଲୀ : ୯୫ତମ ଏକାଡେମୀ ପୁରସ୍କାରରେ ଏଥର ଓସ୍କାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 'RRR' ଚଳଚ୍ଚିତ୍ରର 'ନାଟୁ ନାଟୁ' ଗୀତ ଓସ୍କାର ୨୦୨୩ରେ 'ବେଷ୍ଟ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ସମ୍ମାନିତ ହୋଇଛି । ଏଥିସହିତ ଓସ୍କାରରେ ଭାରତ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ପ୍ରଥମ
Read More...

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା’ଙ୍କ ପରଲୋକ

ମୁମ୍ବାଇ : ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା' ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି । ବୟାସଧିକ ଯୋଗୁଁ ଘରେ ତାଙ୍କର ସ୍ୱାଭାବିକ ଭାବେ ପରଲୋକ ହୋଇଛି । ଅପରାହ୍ନରେ ମୁମ୍ବାଇର ବୈକୁଣ୍ଠ ଧାମରେ ଶେଷକୃତ ସମ୍ପନ୍ନ ହୋଇଛି । ମାଧୁରୀ ଦୀକ୍ଷିତ ନିଜେ ଏହି ଦୁଃଖ
Read More...

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ
Read More...

ଭାରତୀୟ ନୌସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ : ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ବୁଧବାର ସକାଳେ ନିୟମିତ ଉଡାଣ ବେଳେ ମୁମ୍ବାଇ ଉପକୂଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ନୌସେନାର ପେଟ୍ରୋଲିଂ ଜାହାଜ ତୁରନ୍ତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୩ ଜଣ କ୍ରୁ ସଦସ୍ୟଙ୍କୁ
Read More...

ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ…

• ବଜେଟ ପରବର୍ତ୍ତୀ ୱେବିନାର ମାଧ୍ୟମରେ ବଜେଟ୍‌ର କାର୍ଯ୍ୟକାରିତା ନିମନ୍ତେ ସରକାର ମିଳିତ ମାଲିକାନା ଓ ସମାନ ଅଂଶୀଦାରୀ ପାଇଁ ରାସ୍ତା ଉନ୍ମୁକ୍ତ କରୁଛନ୍ତି”• “ବିଶ୍ୱାସ ଓ ଆସ୍ଥା ଭାରତୀୟ ଅର୍ଥନୀତିର ପ୍ରତ୍ୟେକ ଆଲୋଚନା ଉପରେ ଥିବା ପ୍ରଶ୍ନ ଚିହ୍ନକୁ ଦୂର କରିଛି”• “ଭାରତକୁ ବିଶ୍ୱ
Read More...

ମଣିପୁରର ନୋନିରେ ଭୂକମ୍ପ

ନୋନି : ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନ୍‌ସିଏସ୍‌) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭୀରତାରେ ଥିଲା । ସିକ୍ଟର ସ୍କେଲରେ ଏହାର ତୀବ୍ରତା
Read More...