Browsing Tag

loisingha news

କୋଶଳ ସେନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ଲୋଇସିଂହା ବ୍ଲକ ଘୁଙ୍ଗି ଗ୍ରାମ ଖେଳ ପଡିଆ ଓ ନିକଟସ୍ଥ କାପୁ ଡଙ୍ଗର ଠାରେ କୋଶଳ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୪ ଶହରୁ ଅଧିକ ଗଛ ଲଗାଯାଇଥିଲା । କୋଶଳ ସେନାର କୌସ୍ତୁଭ ସାହୁଙ୍କ ନେତୃତ୍ୱରେ ସରୋଜ ପଧାନ, ଅକ୍ଷୟ
Read More...

ଲୋଇସିଂହା ବ୍ଳକ ବିଜେପି ପକ୍ଷରୁ ଭ୍ରାମ୍ୟମାଣ ଡିଜିଟାଲ ସେବା ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀର ବୁର୍ଡା ଗ୍ରାମ ଠାରେ ଭ୍ରାମ୍ୟମାଣ ଡିଜିଟାଲ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବିଜେପି ଯୁବ ସଂଗଠକ ରାଜୁ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି
Read More...

ହରଭଙ୍ଗାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ହରଭଙ୍ଗା ଗ୍ରାମ କୁମାରୀ ଜଙ୍ଗଲରେ ରବିବାର ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏକ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅର୍ଜୁନ, ଆମ୍ବ, ଜାମୁକୋଳି, କାଜୁ ଓ କରଞ୍ଜ ମଞ୍ଜିକୁ ଜଙ୍ଗଲ ଜମିର ଚାରିଆଡ଼େ ରୋପଣ
Read More...

ଲୋଇସିଂହା ଓ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ଆଗଲପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ବ୍ୟାସଦେବ ରାୟ, ଆରୁଣୀ
Read More...

ପୋଲିସ ପହଂଚିଲାନି : ଅଟକ ଗୋରୁ ବୋଝେଇ ଗାଡିକୁ ଛାଡିଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ଗୋ ଚାଲାଣ ହେଉଥିବା ବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡ। ଠାରେ ୫ଟି ଗୋରୁ ବୋଝେଇ ହୋଇଥିବା ବୋଲେରୋ ପିକଅପ୍‌ ଗାଡ଼ିକୁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ତେବେ ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ଘଟଣାସ୍ଥଳକୁ ପୋଲିସ ନ ଯିବା
Read More...

ବୀର ସୁରେନ୍ଦ୍ର ସାଏ କ୍ଲବ ଉଦଘାଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ନଅଗାଁ (ଖ) ଠାରେ ବୀର ସୁରେନ୍ଦ୍ର ସାଏ କ୍ଲବର ନୂତନ ଗୃହ ଉତଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଳିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ବରିଷ୍ଠ ନାଗରିକ ଲଳିତ ମୋହନ ସାହୁ, ଗୋପୀନାଥ ଦୀପ
Read More...

ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ବୃକ୍ଷ ରୋପଣ କରାଯାଇଛି । ସମାଜସେବୀ ରଘୁନାଥ ନାୟକଙ୍କ ଦ୍ଵାରା ଆୟୋଜିତ ହୋଇଥିଲା ଓ ଭାଲୁପାଲି ଗ୍ରାମର ବୟସ୍କ ବ୍ୟକ୍ତି ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ
Read More...

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କେଶରୀୟା ହିନ୍ଦୁ ବାହିନୀ ତରଫରୁ ବ୍ଲକ ସଭାପତି ବୀରେନ୍ଦ୍ର ବାରିକଙ୍କ ନେତୃତ୍ୱରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସବିହାର ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ରେଞ୍ଜ ଅଧିକାରୀ ରାଜକିଶୋର ନାଏକ, ଶିକ୍ଷକ ଭକ୍ତଚରଣ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସିଏଚସିକୁ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ୨ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ କରାଯାଇଛି । ଏଥିରେ ଫାଉଣ୍ଡେସନର ଆଇନ ପରାମର୍ଶ ଦାତା ବ୍ରଜେନ୍ଦ୍ର କିଶୋର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ
Read More...