Browsing Tag

loisingha news

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଲୋଇସିଂହା ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ପଞ୍ଚମ ଶ୍ରେଣୀର ସରକାରୀ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ଥାନୀୟ ସରସ୍ୱତୀ ଶିଶୁ…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗର ଅଭିନବ ପ୍ରୟାସ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଗ୍ରୀଷ୍ମଋତୁ ଆରମ୍ଭ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହି ନିଆଁ କବଳରେ ପଡି ଅନେକ ନିରୀହ ଜଙ୍ଗଲୀ ଜନ୍ତୁ ପ୍ରାଣ ହରାଇବା ସହିତ ଶତାଧିକ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଥାଏ । ଜୈବ ବିବିଧତା ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ତେବେ…
Read More...

ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଭାବେ ଯତୀନ୍ଦ୍ର ପଟେଲ ନିର୍ବାଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଭାବରେ ପୂର୍ବତନ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷ ପଦବୀ ପାଇଁ ହୀରାପୁର ପଞ୍ଚାୟତ ସମିତି ସଭ୍ୟ ଯତୀନ୍ଦ୍ର ପଟେଲ ଓ ଉପରବାହାଲ ସମିତି ସଭ୍ୟ ଝିଲି ସାହୁ ମନୋନୟନ ପତ୍ର ଦାଖଲ କରିଥିଲେ । ଫଳରେ ଅଧ୍ୟକ୍ଷ…
Read More...

ଚନ୍ଦ୍ରମଣି ପଟେଲଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ବାପା ଚନ୍ଦ୍ରମଣି ପଟେଲଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କ ବଡ଼ ଭାଇଙ୍କ ବିୟୋଗ ହୋଇଥିଲା ।…
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍‌ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ : ୧୨୪୧ଟି ଭୋଟରେ ଆଗୁଆ ଅଛି ବିଜେଡ଼ି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍‌ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଯାଇଥିବା ବେଳେ ବିଜେଡ଼ି ୧୨୪୧ଟି ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ତେବେ ବିଜେଡ଼ିକୁ ଏପର୍ଯ୍ୟନ୍ତ ୪୬୭୬ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ମୁଣାକୁ ଯାଇଛି ୩୪୩୫ଟି ଭୋଟ ।…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ମହିଳାଙ୍କୁ ମିଳିଲା ଚିକିତ୍ସା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଯୋଗୀସର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମର ଇନ୍ଦ୍ରାବତୀ ମହାକୁର ବୋଲି ଜଣେ ମହିଳାଙ୍କ ମୁଁହ ଦିନକୁ ଦିନ ଫୁଲି ଯାଉଛି ଓ ଗୋଡ଼ଗୁଡ଼ିକ ସରୁ ହେବାରେ ଲାଗିଛି । ଉନ୍ନତ ମାନର ଚିକିତ୍ସା କରିବା ପାଇଁ ସାହାଯ୍ୟ…
Read More...

ଲୋଇସିଂହା ବ୍ଲକ ଠାକୁରପାଲି ବୁଥରେ ସାନି ମତଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଠାକୁରପାଲି ଗାଁରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଗତ ୧୮ ତାରିଖରେ ଏହି ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଠାକୁରପାଲି ଗାଁରେ ୬…
Read More...

ଠାକୁରପାଲି ବୁଥ୍‌ରେ ସରପଞ୍ଚଙ୍କ ବାଲାଟ୍‌ ପେପର୍‌ ମୋଡ଼ାରେ ତ୍ରୁଟି ଅଭିଯୋଗ : ସରପଞ୍ଚ ଭୋଟ ସ୍ଥଗିତ ରଖିଲା ପ୍ରଶାସନ

ଲୋଇସିଂହା : ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଅନ୍ତର୍ଗତ ଠାକୁରପାଲି ଗ୍ରାମରେ ୧୧ନଂ. ବୁଥ୍‌ରେ ସରପଞ୍ଚ ପ୍ରାର୍ଥୀଙ୍କ ବାଲାଟ୍‌ ପେପର୍‌ ମୋଡ଼ାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଲେ ସରପଞ୍ଚ ପ୍ରାର୍ଥୀ ଓ ଠାକୁରପାଲି ଗ୍ରାମବାସୀ । ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ସରପଞ୍ଚ ଭୋଟକୁ ସ୍ଥଗିତ…
Read More...

ଦାଣ୍ଡପାଣି ଗାଁରେ ଭୋଟ ବର୍ଜନ : ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଣ୍ଡପାଣି ଗାଁରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବରୁ ଦଣ୍ଡପାଣି ଗାଁକୁ ରତାଖଣ୍ଡି ପଞ୍ଚାୟତ…
Read More...

ଭୋଟର୍‌ ତାଲିକାରେ ନାଁ ନଥିବାରୁ ୧୦୬ ଜଣ ଭୋଟ ଦେବାରୁ ବଂଚିତ ହୋଇଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅବସରରେ ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରାମପଞ୍ଚାୟତର ୧୧ ନମ୍ୱର ବୁଥ୍‌ ଭାଲୁପାଲି ଗ୍ରାମରେ ୨୦୨୨ ବର୍ଷ ଭୋଟର ତାଲିକା ଅନୁଯାୟୀ ୫୩୫ ଭୋଟର୍‌ ରହିଥିବା ବେଳେ ସେଥି ମଧ୍ୟରୁ ୧୦୬ ଜଣଙ୍କ ଭୋଟର୍‌ ତାଲିକାରେ ନାମ ନଥିବା…
Read More...