Browsing Tag

koraput news

କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍

କୋରାପୁଟ : ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ।ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ
Read More...

ଗଞ୍ଜେଇ ଭର୍ତ୍ତି କାର ଜବତ

କୋରାପୁଟ : କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି । କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ମାଛକୁଣ୍ଡ ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବା ସୂଚନା ମିଳିଛି । ସୂଚନା
Read More...

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । ସେ ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଯିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି । ବସରେ
Read More...

ସାଇବର ଥାନାକୁ ବଡ଼ ସଫଳତା : ଅନଲାଇନ୍ ଠକେଇ ମାମଲାରେ ୩ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ : ସାଇବର ଥାନାକୁ ବଡ଼ ସଫଳତା । ଅନଲାଇନ୍ ଠକେଇ ମାମଲାରେ ବିହାରରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ । ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଲାପଟପ ଓ ୧୪ଟି ମୋବାଇଲ୍ ଜବତ ।
Read More...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ । ସେଲ୍‌ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ
Read More...

୧୦ ବସ୍ତା ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ : କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପାଡାଲପୁଟ ଗାଁରୁ ୧୦ ବସ୍ତା ଗଞ୍ଜେଇ ଜବତ କରିଛି ପୁଲିସ । ଜବତ ଗଞ୍ଜେଇ ୨୦୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି । ତେବେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ୨ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବେଳେ ମାଡ଼ି ବସିଲା କୋରାପୁଟ ଜିଲ୍ଲା ପାଡୁଆ ପୁଲିସ । ଗାଡ଼ିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ଼ ଦେବତା ଛକ ନିକଟରେ
Read More...

ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ

କୋରାପୁଟ : ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା ବାହାରକୁ ଚୋରା ଚାଲାଣ ପାଇଁ ନିଆଯାଉଥିବା ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୁଲିସ । ନୂଆପୁଟ ନଦୀ ଘାଟ ନିକଟରେ ଅଭିଯୁକ୍ତମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ ।
Read More...

ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ : ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ପୂର୍ବରୁ ଶେଷ ମୁହୂର୍ତ୍ତରେ କୋଟିଆ ଗସ୍ତ ବାତିଲ କରିଥିବା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଆଜି ଆସୁଥିବା ସୂଚନା ମିଳିଛି । କୋଟିଆ ଗ୍ରାମପୁଞ୍ଜର ଫଗୁଣସେନେରୀ ଓ ଫାଟୁସେନେରୀଠାରେ
Read More...

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ : ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ
Read More...