ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ମୃତ ହରିଣ ଉଦ୍ଧାର
କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ଗୋଟିଏ ହରିଣର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ହରିଣଟି ସମୁଦ୍ର ଲହଡ଼ିରେ ଭାସିଯାଇଥିଲା । ଏହାକୁ ସ୍ଥାନୀୟ ବ୍ୟବସାୟୀମାନେ ଦେଖି କୂଳକୁ ଆଣିଥିଲେ । ସେତେବେଳକୁ ହରିଣଟିର ମୃତ୍ୟୁ ହୋଇଯାଇଥିଲା । ଖବରପାଇ କୋଣାର୍କ ବନ୍ୟପ୍ରାଣୀ!-->…
Read More...
Read More...