Browsing Tag

khaprakhol news

ହରିଶଙ୍କରରେ ନିମ୍ନମାନର କାମ ଅଭିଯୋଗ କରି ଏସ୍‌ଡ଼ିଓଙ୍କ ସହ ହାତାହାତି ପରିସ୍ଥିତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମକୁ କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଲ କୁମାର ଗୁରୁ କଣ୍ଟାବାଞ୍ଜି ପିଡବ୍ଲୁଡି ଏସଡ଼ିଓ ସିଦ୍ଧାର୍ଥ ଦାସଙ୍କୁ ନିମ୍ନମାନର କାମ ହେଉଅଛି ବୋଲି ଅଭିଯୋଗ କରିବା ସହ ଯୁକ୍ତିତର୍କ କରିବାରୁ ଦୁହିଁଙ୍କ ମଧ୍ୟରେ
Read More...

କାମରେ ଆସୁନି ସିସିଟିଭି କ୍ୟାମେରା ମିଳିପାରୁନି ଅଧିକାଂଶ ଘଟଣାର ଫୁଟେଜ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉଦ୍‌ବେଗର କଥା ହେଉଛି ଯେ, ଖପ୍ରାଖୋଲରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତଥା ଅପରାଧ ନିୟନ୍ତ୍ରଣ
Read More...

ଖପ୍ରାଖୋଲ ପୋଲିସର ଚଢାଉ : ସାତ ଶିଶୁ ସହ ଆଠ ଦାଦନ ଶ୍ରମିକ ଉଦ୍ଧାର, ତିନି ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗରେ ୩ ସର୍ଦ୍ଦାରଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଦାଦନ ଚାଲାଣ ସୂଚନା ପାଇ ଖପ୍ରାଖୋଲ ଥାନା
Read More...

ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସରସ୍ଥିତ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଡିସେମ୍ବର ମାସ ୨୦ ତାରିଖଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗିତା ଚାଲିଥିବା
Read More...

ଖପ୍ରାଖୋଲ ପୋଲିସ ଦ୍ଵାରା ହରିଶଙ୍କର ଛକ ନିକଟରୁ ୭ ଶିଶୁ ସମେତ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ପୁଣି ୭ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ସକାଳ ଦଶଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରୁ ସାତ ଶିଶୁ ସମେତ ୬ଜଣ ଦାଦନ
Read More...

ବ୍ଲକସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ : ଦଶ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓଷ୍ଟା ତରଫରୁ ବ୍ଲକସ୍ତରୀୟ ଶିଶୁମେଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫୁଲକିମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ବ୍ଲକର ୧୭ ଗୋଟି ଉଚ୍ଚ
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇ ସ୍କୁଲ୍‌ ପଡ଼ିଆରେ ଚତୁର୍ଥ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ଆଠଟି ଦଳ ଯୋଗଦାନ କରିଥିଲେ । ଫାଇନାଲ ମୁକାବିଲା ବେନ୍ଦେର ଓ ପଣ୍ଡକିମାଲ ମଧ୍ୟରେ ଅନୁଷ୍ଠିତ
Read More...

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଡାକରା କ୍ରମେ ଆଜି ଖପ୍ରାଖୋଲ ଉପ ଡାକଘର ଅଧୀନରେ ଥିବା ଗ୍ରାମୀଣ ଡାକ ସେବକ (ଜିଡିଏସ୍‌)ମାନେ ୭ ଦଫା ଦାବୀ ନେଇ ଖପ୍ରାଖୋଲ ଉପ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି । ଏନେଇ
Read More...

ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି ଛାଡ କରିବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଶୂନ୍ୟକାଳରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ ଉପସ୍ଥାପନ କରିଥିଲେ ଯେ, କେନ୍ଦ୍ର ସରକାର ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅର୍ନ୍ତଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିକଶିତ ଓଡ଼ିଶା ଗଠନ ନେଇ ରାଜ୍ୟ
Read More...