Browsing Tag

kesinga news

କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଓସିଏସ୍‌ କୃତକାର୍ଯ୍ୟ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ଫଳାଫଳରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଅପରାହ୍ନରେ ସମ୍ବର୍ଦ୍ଧିତ…
Read More...

ଓସିଏସ୍ ପରୀକ୍ଷାରେ କେସିଙ୍ଗା ପାଇଁ ଗୌରବ ଆଣିଛନ୍ତି କନକ ପ୍ରଭା ଜୈନ ଓ ସଂଗୀତା ସେଠି

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓସିଏସ୍ ୨୦୨୪ର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗାର କନକ ପ୍ରଭା ଜୈନ ବାପା ସନ୍ତୋଷ କୁମାର ଜୈନ ଓ ମା' ନମିତା ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କରେ ଓପିଏସ୍‌ସି ପରୀକ୍ଷା କ୍ଲିଅର୍…
Read More...

ଓସିଏସ୍ ପରୀକ୍ଷାରେ ଚତୁର୍ଥ ଆସିଲେ କେସିଙ୍ଗା ନଗରର ଝିଅ କନକ ପ୍ରଭା ଜୈନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓସିଏସ୍ ପରୀକ୍ଷା ୨୦୨୪ର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗାର କନକ ପ୍ରଭା ଜୈନ ବାପା ସନ୍ତୋଷ କୁମାର ଜୈନ ଓ ମା' ନମିତ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କରେ ଓପିଏସସି ପରୀକ୍ଷା…
Read More...

ପାଣିପମ୍ପ ରାସ୍ତା ଉପରେ ବାଲି ବୋଝେଇ ଗାଡି କଟକଣା : ଦାବି କଲେ ଗୌନ୍ତିଆ ପଡା ବାସିନ୍ଦା

କେସିଙ୍ଗା, (ପ୍ରୀତେଶ ପଟେଲ) : "ପ୍ରଶାସନ ଯଥାଶୀଘ୍ର ପାଣିପମ୍ପ (ତେଲନଦୀ କୂଳ) ରାସ୍ତା ଉପରେ ବାଲି ବୋଝେଇ ହାଇୱା ଗାଡି ଉପରେ କଟକଣା ଜାରି ନ କରେ ଏବଂ ରାସ୍ତାର ମରାମତି ନ କରେ ତେବେ ରାସ୍ତା ରୋକ ଆନ୍ଦୋଳନ ହେବ ।" ଆଜି ୱାର୍ଡ ନଂ ୦୬, ଗୌନ୍ତିଆପଡାର ଯୁବକ, ଜମି ମାଲିକ ଏବଂ ଅନ୍ୟମାନଙ୍କ…
Read More...

ଧରାପଡିଲେ ତମ୍ବା ତାର ଚୋର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ୍‌ ହାଉସ୍‌ର ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା । ଏନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ…
Read More...

ପ୍ରହରୀରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ସବୁ ଆଡେ ଆଜିକାଲି ପ୍ରହରୀ ଚାଲିଛି ଓ ମହାପ୍ରଭୁଙ୍କର ଧୁନ୍ "ହରେ କୃଷ୍ଣ ହରେ ରାମ "ରେ ସମସ୍ତ ଭକ୍ତମାନଙ୍କୁ ବେଶ ଆନନ୍ଦିତ କରୁଛି । ଏହି ପରିପ୍ରେକ୍ଷୀରେ କାଲି ସନ୍ଧ୍ୟା ୫.୩୦ ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ,…
Read More...

କେସିଙ୍ଗାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚକ୍ର କଲେ ଟିମ୍ ସତ୍ୟରସ୍ୱର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରର ସତ୍ୟରସ୍ଵର ଟିମ ଏକ ଆଲୋଚନା ଚକ୍ର ପାଇଁ ଆସନ୍ତା ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳିତ ହେବାକୁଥିବା ବେଳେ ଏହାକୁ ନେଇ ଟିମ୍ ସତ୍ୟରସ୍ୱର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିମ୍‌ର ମୁଖ୍ୟ…
Read More...

କେସିଙ୍ଗା ବିଜେପି କର୍ମୀଙ୍କ ସହ ନୂତନ ଟ୍ରେନ ଚଳାଚଳ ଖୁସିରେ ସାମିଲ୍ ହେଲେ ସାଂସଦ ମାଳବିକା ଦେବୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବାସୀଙ୍କ ବହୁତ ବର୍ଷର ସ୍ୱପ୍ନ କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା କିଛି ଦିନରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି…
Read More...

ନୂତନ ଏକ୍ସପ୍ରେସ ଟ୍ରେନ କୋରାପୁଟରୁ ପୁରୀ ଭାୟା କେସିଙ୍ଗା

କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗା ବାସୀଙ୍କ ବହୁତ ବର୍ଷର ସ୍ୱପ୍ନ କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା ୨୪ ମେ ରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି…
Read More...

ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ସୁକ୍ନାଭଟ୍ଟା ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁତ୍ର ନରସିଂହ ସାହୁ ବୟସ ୧୭ ଗତ ରବିବାର ସନ୍ଧ୍ୟା ୮ ରାସ୍ତା କଡର ଏକ ପୋଲ ଉପରେ ବସିଥିବା ବେଳେ କେସିଙ୍ଗାରୁ ବଲାଙ୍ଗିର ପଟେ ଯାଉଥିବା ଏକ ଅଜଣା ପିକଅପ୍ ଭ୍ୟାନ୍ ବୁଲାଣିରେ…
Read More...