ରୋନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ସ୍କୁଲ ଦ୍ୱାରା ସମ୍ବର୍ଦ୍ଧନା
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୋନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ. ଏଡଭାନ୍ସ ପରୀକ୍ଷାରେ ସଫଳତା ପାଇଛନ୍ତ । ରୋନକ ସର୍ବ ଭାରତସ୍ତରରେ ୫୨ତମ ଓ ମନ୍ଥାନ ୧୦୦ ନଂବର ହୋଇଥିବା ବେଳେ ଓଡିଶାରେ ପ୍ରଥମ ଓ ତୃତୀୟ ସ୍ଥାନ ରଖିଛନ୍ତି । କଂଟାବାଂଜି!-->…
Read More...
Read More...