କଂଟାବାଂଜି ଏନଏସି ଟେଂଡର ୱାର୍କ କରି ଟଙ୍କା ପାଇ ନଥିବା ପ୍ରତିବାଦରେ ଠିକାଦାରଙ୍କ ଆନ୍ଦୋଳନ
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ କାମର ଟେଂଡର ହୋଇଥିଲା । ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ କରିଥିଲେ । ବିଭିନ୍ନ କାର୍ଯ୍ୟର ଟେଂଡର କରିଥିବା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ବଦଳି ହୋଇଥିବା ଓ!-->…
Read More...
Read More...