Browsing Tag

kalahandi news

ଅଲାତରା ସାପ୍ତାହିକ ବଜାର ଶିବମନ୍ଦିର ନିକଟସ୍ଥ ଆମ୍ବ ବଗିଚା ପଡିଆକୁ ସ୍ଥାନାନ୍ତରିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମ ପଞ୍ଚାୟତର ସପ୍ତାହିକ ବଜାର ରବିବାର ଦିନ ଦୀର୍ଘ ୭ ବର୍ଷ ହେବ ଅଲାତରା ରାମ ମନ୍ଦିର ଛକ ମୁଖ୍ୟ ରାସ୍ତା ଉପରେ ଚାଲୁଥିବା ବଜାରକୁ ଆଜି ଶିବ ମନ୍ଦିର ନିକଟସ୍ଥ ଆମ୍ବ ବଗିଚାକୁ ସ୍ଥାନାନ୍ତରିତ
Read More...

ଗଜବାହାଲ କ୍ଷୀରମଣି ସେଠ ହତ୍ୟା ମାମଲାରେ ୩ ଗିରଫ : ଅନୈତିକ ସଂପର୍କ ହତ୍ୟାର କାରଣ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ(୩୮)ଙ୍କ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ । ଏଇ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମତେ
Read More...

ସିମେଲପଦର ନିକଟସ୍ଥ ଚାଷ ଜମିରୁ ହାତୀ ଛୁଆ ଗୁରୁତର ଘଟଣା : ବନ ବିଭାଗ ଓ ପ୍ରାଣୀ ବିଭାଗ ପକ୍ଷରୁ ପ୍ରୟାସ ଜାରି, ୩୦…

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ପାହାଡପଦର ପଞ୍ଚାୟତର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଗୁରୁବାରଠାରୁ ଏକ ଢେଡ଼ ବର୍ଷର ମାଈ ହାତୀ ଛୁଆ ଚାଷ ଜମି କାଦୁଅରେ ପଡି ଗୁରୁତର ହୋଇଥିଲା । ଖବର
Read More...

ନିଆଁ ଲାଗି ଜଳିଗଲା ୨ ଘର

କଳାହାଣ୍ଡି, (ପି.କେ. ସାହୁ) : କଲହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରର ସାଗରପାଲ୍‌ ଛକରେ ଗତକାଲି ସୋମବାର ଦିନ ୧.୩୦ ସମୟରେ ନିଆଁ ଲାଗି ଦୁଇ ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଛାରଖର ହୋଇଯାଇଛି । ସୂଚନା ଅନୁସାରେ ଅର୍ଜୁନ ଭୋଇ ଓ ବିବାହିତ ଦୁଇ ଝିଅ ସରସ୍ୱତୀ ଭୋଇ ଓ ବାସନ୍ତୀ
Read More...

ଗଜବାହାଲ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର : ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଂଚି
Read More...

ହାଇଦ୍ରାବାଦକୁ କାମ କରିବାକୁ ଯାଇ ଚାରି ଯୁବକ ଅଟକ ଘଟଣା : ଖବର ପ୍ରକାଶ ପରେ ଉଦ୍ଧାର ହେଲେ ଚାରି ଯୁବକ

କଳାହାଣ୍ଡି : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମପଂଚାୟତ ସିଆଲପଲା ଗାଁର ଦିଲିପ ରଣା, ନିବାସ ରଣା, ଶିବ ରଣା, ତନୁ ରଣା ନାମକ ୪ ଜଣ ଯୁବକ ହାଇଦ୍ରାବାଦ ସହରକୁ କାମ କରିବାକୁ ଯାଇ ଅଟକ ରହିଥିବା ଘଟଣା ଶନିବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ
Read More...

ଭବାନୀପାଟଣାଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୨୩/୧୨/୨୦୨୧ ରିଖରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ମଦନପୁରଠାରେ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମା' ଠାକୁରାଣୀଙ୍କ ମନ୍ଦିର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଅଛି । ବୁଧବାର ସକାଳେ ପୂଜାର୍ଚନା, ମାଧ୍ୟାର୍ହ୍ନରେ ରତ୍ନାମୁଦ ଆରମ୍ଭ କରି ସନ୍ଧ୍ୟାରେ ମନ୍ଦିର ପ୍ରତିଷ୍ଠା ସକାଶେ ଅଙ୍କୁରୋପଣ
Read More...

ଶିରାବାହାଲରେ ପୋଢ଼ ବଳି

କଳାହାଣ୍ଡି, (ନରୋତ୍ତମ ସେଲମା) : ପବିତ୍ର ଅକ୍ଷୟ ତୃତୀୟାରେ ପଡିଛି ପୋଢ଼ ବଳି । ଆଦିବାସୀଙ୍କ ଭକ୍ତି ଓ ବିଶ୍ୱାସ ତଥା ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗରେ ଗ୍ରାମର ମଙ୍ଗଳ ଓ କୃଷିର ଉନ୍ନତି ପାଇଁ ଗ୍ରାମର ଧରଣୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚନା ସହ ଗାଁ ଶେଷ ମୁଣ୍ଡରେ ପୋଢ଼ ବଳି ଦିଆଯାଇଥାଏ ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ମୃତ, ୨ ଗୁରୁତର

କଳାହାଣ୍ଡି, (ପି.କେ.ସାହୁ) : ଆଜି ସକାଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...