ବିଜେପିରେ ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ : ହେବେକି ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ, ଅତୀତରେ…
କଳାହାଣ୍ଡି, (ନରୋତ୍ତମ ସେଲମା ) : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଯେତେବେଳେ ୨୦୦୯ ମସିହାରେ ରାଜ୍ୟରେ ବିଜେପି -!-->…
Read More...
Read More...