Browsing Tag

kabita

କବିତା : ରାତିର୍ ସାଢ଼େ ଚାଏର୍

ପୁସ୍ତମ୍ ଯୁଆଡି ଦିନ ସାରା କାମ୍‌ର ବୋଝ୍‌ଘର୍'ନୁ ଅଫିସ୍‌ଅଫିସ୍'ନୁ ଘର୍ମକରା ଜାଲର୍‌ ଛଂଦି ଲେଖେଁସତେ ଯେନ୍ତା ଗୁପ୍‌ଲିଛେ ଜୀବନ୍ ! ସାରା ସହର୍‌ଟାକେଆବ୍‌ରୁଥିସି କିଲ୍‌ବିଲ୍ ଅଂଧାର୍,ଇ ସମିଆକେ ଏକାଅସଁଖଲା କରିନିଜକେ ପାଲ୍‌ଟି ଦେସ ତମେ !! ଝିଁକାରି ମାରୁଛେ, ରାଏତ୍
Read More...

କବିତା : ଦହନାଙ୍କ

ପ୍ରବାସିନୀ ହୋତା ବିଶ୍ୱାସ କରଏ କଥା ମୋତେ ଜଣା ଯେଯେଉଁ ଜିନିଷକୁ ତୁମେ ପ୍ରକାଶ୍ୟରେ ବଦନାମ୍ କରତାହା ତମ ପାଖେ ନ ଥିବାର ଅନୁଭବତମକୁ ଏକାନ୍ତରେ ଝୁଣି ଖାଏ । ତମ ଅପାରଗତା କୁହ କିକୁହ ତମର ଅସହାୟତାତମକୁ ଏକା ଏକା ଖୁବ୍ ଦଂଶେସେଇ ବିଷ ଝାଡିବାକୁ ତମେତମ ବିଷଦନ୍ତ ବାହାର
Read More...

କବିତା : ସ୍ତ୍ରୀଲୋକ

ବବିତା ମହାପାତ୍ର ଏବେ ସ୍ତ୍ରୀଲୋକ ପ୍ରସ୍ତୁତତୁମ ଅଲୋଡ଼ା ପଣରୁ ମୁକୁଳିବାକୁ,ବାସ୍ ଥରେ ଖାଲିଦେଖିନେବ କୋଉଠି କେମିତି ଅଛିଯେତେ ଯେତେ ଅପ୍ରାପ୍ତିର ନିଃଶ୍ୱାସ ,ପୂର୍ଣ୍ଣ ଯୌବନା ବିଶ୍ୱାସର ଅବଗୁଣ୍ଠନକୁନିରେଖି ନେବ ଶେଷ ଥର ,ମୁଖା ତଳେ କ୍ଷୟ ହେଇ ବଳି ଯାଇଥିବାକିଛି ଆତ୍ମଦାହକୁ ଆଉଁସି ଦେବ
Read More...

କବିତା : ଅନାମିତର ହୁଏ କବିତା

ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଏବେ ନୂଆ କରିଶୀତ ଛୁଇଁଛି ପୃଥିବୀକୁକୁହୁଡ଼ିର ପଣତ ତଳେ ମୁହଁ ଲୁଚେଇସଲାଜେ ହସିବାର ଅଭିନୟ କରୁଛି ସହରଘାସଫୁଲର ଓଠରେପ୍ରେମ କବିତା ଲେଖୁଛି କାକର । ଦୂର ଦିଗଂତ ସେପାଖୁରହି ରହି ନିନାଦୁଛି,ସୂର୍ୟ୍ୟ ବୁଡିବା ବେଳେ ଆଲୁଅର ଆଦିମ ନିନାଦଦଳେ ପକ୍ଷୀଂକ ଖୁଦ
Read More...

କବିତା : ସବୁ କିଛି ଠିକ୍‌ ଠାକ୍‌ ଚାଲେ

ରତ୍ନମୟ ତ୍ରିପାଠୀ ସବୁକିଛି ଠିକ୍‌ ଥିବା ବେଳେତୁମ ପାଇଁ ହଠାତ୍‌ ବଦଳିଯାଏସମାଜ, ସଭ୍ୟତା, ସରକାରନିଶବ୍ଦ ରାତିର ଅନ୍ଧାର ଭିତରେପାପ କରେ ଜଣେଦଣ୍ଡପାଅ ତୁମେ । କାହାକୁ ଆଉ ବିଶ୍ୱାସ କରିବ ଯେ'ଘର, ବାହାର, ଅଫିସ, ସ୍କୁଲ, ଗାଡି ମଟରସବୁଠିତ ଅସୁରକ୍ଷିତ ତୁମେ । ତୁମକୁ ନ୍ୟାୟ ଦେବା
Read More...

କବିତା : କାଠର୍‌ ଘୁଡ଼ା

ବିପିନ୍‌ ଆଚାର୍ଯ୍ୟଏଥର୍‌ ବନେଇ ବସ୍‌ମାଟିର୍‌ ବଲଦ୍‌ …. କାଠର୍‌ ଘୁଡ଼ାଦଦା -ଚାଁଢେ଼ଁ ଅମ୍‌ରି ଯିବା ପୁରା ଉଆଁସ୍‌ । ଦେଖ୍‌ ଯେ -ହରାଲି ଉଆଁସ୍‌ ଡେହେଁକି ଗଲାନ’ସାତ୍‌ ଦିନ୍‌ ସାତ୍‌ ରାତର୍‌ ।ମାଏଟ୍‌ ଚିଟ୍‌କିବୁ, ଗଢ଼୍‌ବୁ, ପୁଡ଼ାବୁଛାଁଚ୍‌ ନୁ ପୁଛ୍‌ବୁ, ରଙ୍ଗାବୁ….ଇଟା କାଣା
Read More...

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା ସବୁକିଛି ସରି ଯାଇନି ବସୁଧାରୁଯାହା ଚକିତ କରେ ଆମକୁ,ଯେମିତି ତୁମ ଆକାଶର ମେଘ । ଆକାଶର ନୀଳିମାର ବି ଏକ ପରିମାପ ଅଛି,ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଟନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର ସବୁଜିମା,ଦଳେ
Read More...

କବିତା : ମାଁର ଦୁଖ୍

ବଂଶୀଧର ମାଝୀକିଏ ବୁଝି ପାରବା ମାଁର ଦୁଃଖକାଂଦସି କାଏଁ ଯେ ପୁର୍‌ଥିଯେ ବୁଝି ପାରସି ଆତ୍‌ମାର ଲୁହୁନେତାର ପଛେ କିହେ ନାଇଁ । ଚାଲିଛେ ଯେତେ ପାପର ଖେଲ୍‌ସବୁ ଦେଖୁଛେ ଧରମ୍ ଦେବତାରକତ ଦେଇ ଜମନ୍ ହେଇଛୁ ଯାହାକେସେ କରି ଦେଇଛେ ଏକଲା । ବାଦଲ୍‌କେ ଦେଖି କହୁଛେ ମାଏଟମଉଲା ପୁର୍‌ଥିର
Read More...

କବିତା : ଶବଦ୍

ସୁଜିତ୍‌ କୁମାର ଶତପଥି ମୁଇଁ ଥିମି ନି ଥିମି ଉଁଝା କଥାହେଲେ ଇ ଶବଦମାନେଥିବାର କଥା ବିନକୁହେ ତ ଉଦୁରମାତଫଏଲି ଯଉଛେ ଅଂଧାରକେତେଦିନ ଛେଁକି ପାରମା ଯେକେତେଦିନ ଭି ରହେମା ! ଆସ ଇ ଶବଦମାନକୁ ପଜେଇଥିମା ଯେଅଂଧାରର ଡେନା କାଟିନିବୁଜ୍‌ ପନନୁମୁକଲେଇ ଆନବେ ବେଲ୍‌ । ଶବଦ୍‌ ସରସରା
Read More...