Browsing Tag

gajapati news

ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ : ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ

ଗଜପତି : ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବିଏସଏଫ୍ ଯବାନ ଏମ୍ ରାମ ରାଜୁ । ଆଜି ତାଙ୍କର ମରଶରୀର ପୈତୃକ ଗାଁ ଖରଶଣ୍ଡାରେ ପହଞ୍ଚିବ । ଏହାପରେ ଯବାନଙ୍କ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ବିକ୍ରି ପାଇଁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁଲୁବା ପଞ୍ଚାୟତ ବର୍ଲାଗୁଡା
Read More...

ଭାରସାମ୍ୟ ହରାଇ ଓଲଟିଲା ଓଟୋ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପି ଗୋବିନ୍ଦପୁର ଗ୍ରାମରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଓଟୋ ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ୪ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କେଶରା ଗ୍ରାମରୁ ଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ପିଡିଏସ୍ ଚାଉଳ
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ଗଜପତି : ଲାଞ୍ଚ ନେବା ବେଳେ ଜଣେ ବିଇଓ ଧରା ପଡିଲେ ବୋଲି ଜଣାପଡିଛି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଭିଜିଲାନ୍ସ ଦ୍ୱାରା ଧରାପଡିଛିନ୍ତି । ସୂଚନା ଅନୁସାରେ ଶିକ୍ଷକ କ୍ଷିରୋଦ୍ର ଚନ୍ଦ୍ର ନାୟକଙ୍କ ଠାରୁ ଦାବୀ ମୁତାବକ ୩୦ ହଜାର ଟଙ୍କା
Read More...

ଓଲଟିଲା ଇସ୍ପାତ ବସ୍‌ : ୮ ଆହତ

ଗଜପତି : ଗଜପତି ଜିଲ୍ଲା ରାଶିବାଡ଼ ଘାଟିରେ ଦୁର୍ଘଟଣା ଘଟି ଇସ୍ପାତ ବସ୍‌ ଓଲଟି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଇସ୍ପାତ ବସ୍‌ରେ ୩୦ଜଣ ଯାତ୍ରୀ ଥିବାବେଳେ ତାଙ୍କ ମଧ୍ୟରୁ ୮ ଆହତ ହୋଇ ଜିରାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ବସ୍‌ଟି ଭୁବନେଶ୍ୱରରୁ
Read More...

ମିଳିଲା ଅଚିହ୍ନା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ୍‌ ନିକଟରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବତୀଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ୍‌ ନିକଟରୁ ଜଣେ
Read More...

କାଠଗଣ୍ଡି ଜବତ ସହ ୨ଜଣ ଅଭିଯୁକ୍ତ ଗିରଫ

ଗଜପତି : ଗଜପତି ଜିଲ୍ଲା ମୋହନା ବନ ବିଭାଗ ଦ୍ୱାରା ବିପୁଳ ପରିମାଣରେ କାଠଗଣ୍ଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ମୋହନା ବନାଞ୍ଚଳ ଅଧିନସ୍ଥ ଲେମ୍ବାପଙ୍କା ଗାଁ ନିକଟରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଏକ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ
Read More...

ଉପାନ୍ତ ଓଡ଼ିଶା ୱେବ ଚେନେଲର ସ୍ୱନକ୍ଷତ୍ର ଦିବସ

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ବିଧାୟକ ଦାଶରଥି ଗମାଙ୍ଗ ଗଜପତି : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚେନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ଅଭିଯୋଗ ପରେ ଗାଁକୁ ପହଁଞ୍ଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନ ରୋଗରେ ଲୋକେ ଆତଙ୍କିତ ହୋଇଥିଲେ । ଏଥିରେ ଗତ ଦୁଇମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ମୋହନା ବ୍ଲକ ଅଳିଣ୍ଡା ଗାଁରେ ଅଜଣା ରୋଗରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେଲା ପରେ ଏହା ବଢି ଚାଲିଲା । ଏହା ଫଳରେ
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ୍‌ର ୪ ଘଣ୍ଟା ଜେରା

ଗଜପତି : ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । କ୍ରାଇମ୍‌ବ୍ରାଞ୍ଚ ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀ ଶ୍ରୀମତୀ ପଣ୍ଡାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି । ତେବେ ସୌମ୍ୟଙ୍କୁ ହସ୍ପିଟାଲ ନେବା ବେଳେ ଫରେଷ୍ଟ ଗେଟ୍
Read More...