Browsing Tag

dhenkanal news

ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ ଢେଙ୍କାନାଳ ଗେଙ୍ଗୁଠିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱନି ବରାଳଙ୍କ ସଭାପତିତ୍ୱରେ ସଭାକର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି କୁକୁଡ଼ା ଫାର୍ମ ମାଲିକ ସଂଘ ରାଜ୍ୟ ଆବାହକ ନୀଳାଚଳ ପରିଡା
Read More...

ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ (initial appointtee-revised for contractual teacher a regular ised post)ରୂପେ ନିଯୁକ୍ତି ପାଇଛନ୍ତି ।
Read More...

ନେଉଳପୋଇ କାଜୁ ବଗିଚାରେ ବନବିଭାଗର ଚଢାଉ : ୧୫ କେଜି ବରାହ ମାଂସ ସହ ୨ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଡଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବରାହ ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନେଉଳ ପୋଇ କାଜୁ
Read More...

ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଗତକାଲିଠାରୁ ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ । ଗତକାଲି ପ୍ରାତଃରୁ ମଙ୍ଗଳ ଆଳତି କରାଯାଇଥିଲା । ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା
Read More...

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଙ୍ଘର ମହାନତା

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବ ପଳାଶ ପଞ୍ଚାୟତର ଡ୍ରାଇଭର ମୋହନ ଚରଣ ନାଥ ଗାଡ଼ିରେ କାମ କରୁଥିବା ସମୟରେ ହଟାତ ଗାଡ଼ିରୁ ଖସି ପଡ଼ିଥିଲେ ତା'ପରେ ତାଙ୍କୁ ପାରଲିସିସି ହୋଇଯାଇଥିଲା । ସେ ଏବେ ଘରେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ଘରେ ବସିଥିବା ବେଳେ
Read More...

ନିଖିଳ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଆସୋସିଏସନ୍‌ ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ନିଖିଳ ଓଡିଶା ଇପିଏଫ୍‌ ପେନସନ ଆସୋସିଏସନ୍‌ର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳର ବିଭିନ୍ନ କଲକାରଖାନା ଏବଂ ଅନୁଷ୍ଠାନମାନଙ୍କରୁ ଅବସର ନେଇଥିବା
Read More...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର
Read More...

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଘେରାଉ ସହ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିବା ୧୦ ଘଟିକା ସମୟରେ ଜିଲ୍ଲା କଂଗ୍ରେସର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ
Read More...

ଗଁଁନ୍ଦିଆ ପୋଲିସ ଓ ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟ ବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି । ସଭ୍ୟ ସମାଜରେ ଅସଭ୍ୟ କାମ । ଲୋକମାନଙ୍କୁ ଯେତେ ସଚେତନ କଲେ
Read More...

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ, (ତାପସ ଦାସ) : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତସ୍ଥ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାଟି ଗତକାଲି ଅପରାହ୍ନ ୪ଟା ସମୟରେ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନ
Read More...