Browsing Tag

deogoan news

ଦେଓଗାଁ ବ୍ଲକରେ ପୁଣି ୨୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୨୮ଜଣଙ୍କ ମଧ୍ୟରୁ ସର୍ବାଧିକ ଦେଷଣ୍ଢ ପଞ୍ଚାୟତରେ ୯ଜଣ ଓ ଗୌଡଗୋଠ, ଉଡ଼ାର ପଞ୍ଚାୟତରେ ୩ଜଣ ଲେଖାଏଁ ଚିହ୍ନଟ ହେଇଥିବା
Read More...

ଦେଓଗାଁରେ ପୁଣି ୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଅଞ୍ଚଳରେ ଗତ ରବିବାର ଦିନରୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ୨୫୩ ଜଣ କରୋନା ପଜିଟିଭ ହୋଇଛନ୍ତି । ହେଲେ ଶନିବାର ଦିନ ଦେଓଗାଁ ବ୍ଲକର ୩ଟି ପଞ୍ଚାୟତରୁ ୩୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିବା ପରେ ଏହି ସଂଖ୍ୟା ୨୮୬ରେ ପହଞ୍ଚିଛି
Read More...

କୋଭିଡ କଟକଣା ଉଲଂଘନ କରି ୪ଦିନରେ ୧୨୭ ଜଣ ଦେଲେଣି ୬୩ହଜାର ୫ଶହ ଟଙ୍କା, ତଥାପି ବୁଲୁଛନ୍ତି ଅମାନିଆ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଂଚଳରେ କୋଭିଡ କଟକଣାକୁ ନେଇ ଉଲଂଘନ କରୁଥିବା ଲୋକଙ୍କ ନିକଟରୁ ଜରିମାନ ଆଦାୟ କରାଯାଉଛି । ଗତ ୭ତାରିଖ ଦିନ ୧୦ଜଣଙ୍କ ନିକଟରୁ ୫ହଜାର ଟଙ୍କା, ୮ତାରିଖ ଦିନ ୨୦ଜଣଙ୍କ ନିକଟରୁ ୧୦ହଜାର ଟଙ୍କା, ୯ତାରିଖ ଦିନ ୪୪ଜଣଙ୍କ ନିକଟରୁ
Read More...

ଦେଓଗାଁରେ ଦିନକରେ ୭୩ ଚିହ୍ନଟ : ବିଗତ ୨୯ଦିନରେ ୩୧୦ ସଂକ୍ରମିତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ମାସ ୧୧ ତାରିଖରୁ ଶନିବାର ଦିନ ପର୍ଯ୍ୟନ୍ତ ୨୩୭ଜଣ ଚିହ୍ନଟ ହୋଇଥିଲେ । ହେଲେ ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ
Read More...

କରୋନା ଭୟରେ ପଞ୍ଚାୟତରୁ ରାସନ ସାମଗ୍ରୀ ନେବାକୁ ଭୟ କରୁଛନ୍ତି ଗ୍ରାହକ : ଅଫଲାଇନରେ ଯୋଗାଇ ଦେବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ହିତାଧିକାରୀ ଠିକ ଭାବେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସାମଗ୍ରୀ ପାଇବେ ବୋଲି ପ୍ରତି ପଞ୍ଚାୟତ ଓ ଡିଲରକୁ ଇ-ପିଓଏସ ମେସିନର ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଏହି ମେସିନ ବ୍ୟବହାର ଯୋଗୁଁ ଅଧିକ ପରିମାଣରେ କରୋନା ସଂକ୍ରମଣ ହେବା
Read More...

ଦେଓଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : କାଗଜ କଲମରେ ଭିନ୍ନ ଅଭିଯାନ କରି ଟଙ୍କା ହଡ଼ପ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ବିଭିନ୍ନ ବ୍ୟାପକ ଯୋଜନା କରିଥିଲେ ମଧ୍ୟ ଏହି ସବୁ ଯୋଜନା ଦେଓଗାଁ ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଦେଓଗାଁ ବସ୍ତି ମଧ୍ୟରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି । ଦେଓଗାଁ କଛାରପାଲି
Read More...

କଣ୍ଟେନମେଣ୍ଟ ଜୋନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାନିଟାଇଜର ଓ ମାକ୍ସ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା ହେଇଛି । ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । କରୋନାକୁ ନେଇ ଦେଓଗାଁ ବ୍ଲକ ବିଜେପି ଯୁବ ମୋର୍ଚ୍ଚା କେଉଁଠି ଲୋକଙ୍କୁ ସଚେତନ କରାଇବା ସହ ମାକ୍ସ ବାଣ୍ଟି
Read More...

ସାପ କାମୁଡାରେ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ଦେଓଗାଁ ବ୍ଲକ ଉପରଝର ଗାଁର ଗୋବିନ୍ଦ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଖବର ପାଇ ଉପରଝର ଯୁବ ସଙ୍ଗଠନର ସଭାପତି ବିକଶ ବିଶ୍ଵାଳ, ସମ୍ପାଦକ ରମେଶ ମହାପାତ୍ର ଓ କୋଷାଧ୍ୟକ୍ଷ
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ

ଦେଓଗାଁ, (ମନୀଷ କମୁାର ସାହୁ) : ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସାରସମାଲ ଠାରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ୬ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ବାଳିକାମାନଙ୍କ ପାଇଁ
Read More...

ଉପରଝରରେ କରୋନା ସଚେତନତାରେ ଲାଗିଲେ ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀରୁ ନିଜ ଜୀବନକୁ ବଞ୍ଚାଇବା ସହ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏହି ଉପରଝର ଯୁବ ସଙ୍ଗଠନର ସଭାପତି
Read More...