Browsing Tag

deogoan news

ଦେଓଗାଁ ବ୍ଲକରେ ୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ୪ଜଣ, ଗାଈବାହାଲ ୨, କୁଲୁତାପଡ଼ା ଓ ଉଡାର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିଭଳି ଭାବେ ଆଜି ବ୍ଲକରେ ମୋଟ ୮ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ବଲାଙ୍ଗିର ଜିଲ୍ଲା ଦେଓଗାଁ ଠାରେ କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ବ୍ଲକ୍ ସଭାପତି ବଦ୍ରିନାଥ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ ଏବଂ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନୂତନ
Read More...

ଦେଓଗାଁ ବ୍ଲକରେ ଆଜି ପୁଣି ୧୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକ କୁତୁର୍ଲା ଓ ଗୌଡ଼ଗୋଠ ପଞ୍ଚାୟତରେ ୬ଜଣ ଲେଖାଏଁ, ଗୁଡ଼ଖାପଲା ୨ଜଣ, ବଡ଼ବନ୍ଧ, କୁଲୁତାପଡ଼ା, ମାୟାବରାହା, ସାରସମାଲ,
Read More...

ରୋଗାକ୍ରାନ୍ତଙ୍କ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବୀ ସହ ସହାୟତାର ହାତ ବଢ଼େଇଲା ମହିଳା ଶକ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁଁ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ଗାଁର ବିଧବା ମହିଳା ମିଥୁଳା ମିର୍ଧାଙ୍କ ଝିଅ କୁମାରୀ ଗୀତ ମିର୍ଧାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ବଲାଙ୍ଗିର ମହିଳା ଶକ୍ତିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିଶ୍ର, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ବନମାଳି
Read More...

ଜାତୀୟ ରାଜପଥ ଉପରେ ସ୍ପିଡ୍‌ ବ୍ରେକର : ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଆଶଙ୍କା ବଢୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ନିକଟରେ କିଛି ଦିନ ହେଲା ଦୃତ ଗତିରେ ଯିବା ଆସିବା କରୁଥିବା ଯାନର ଗତିକୁ କମ୍‌ କରିବା ପାଇଁ ରାସ୍ତା ଉପରେ ସ୍ପିଡ୍‌ ବ୍ରେକର ବା ହମ୍ସ ଦିଆଯାଇଛି । ଯଦିଓ ବସ୍‌ଷ୍ଟେସନ ଓ ଜନଗହଳି ସ୍ଥାନରେ ଦିଆଯିବା ଉଚିତ
Read More...

ଦେଓଗାଁ ବ୍ଲକରେ ୧୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତରେ ୪ଜଣ, ଗୁଡ଼ଖାପଲା ପଞ୍ଚାୟତରେ ୩ଜଣ, ଧଣ୍ଡାମାଲ, ଜରାସିଂହା, ମହଲାଇ, ସାଲେପାଲି ପଞ୍ଚାୟତରେ ୨ଜଣ
Read More...

ଫର୍ମ ଦାଖଲ ହୋଇଛି କିନ୍ତୁ ପଞ୍ଜିକୃତ ହୋଇନାହିଁ : ଡାଳୁଆ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୧୧ଟି ପେକ୍ସର ୧୨୧ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଧାନ ଚାଷ କରିବାର ଇଚ୍ଛା ଅଛି । ନିଜ ନିଜ ଉଦ୍ୟମରେ ଚାଷ କରିଛନ୍ତି । ବାହାରକୁ ଦାଦନ ଖଟିବାକୁ ଇଚ୍ଛା ନ କରି ନିଜ ଜମୀରେ ଚାଷ କରିଛନ୍ତି ହେଲେ ଉତ୍ପାଦନ ହୋଇଥିବା ଧାନକୁ ସରକାର କିଣିବେ ନାହିଁ । ମଣ୍ଡିରେ ବିକ୍ରୟ କରିବାକୁ ବଞ୍ଚିତ ହେବେ ବୋଲି
Read More...

ଦେଓଗାଁ ବ୍ଲକରେ ପୁଣି ୩୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୬ଜଣଙ୍କ ମଧ୍ୟରୁ ସର୍ବାଧିକ କୁତୁର୍ଲା ପଞ୍ଚାୟତରେ ୭ଜଣ, ଗୁଡ଼ଖାପଲା ୬, ଗୌଡ଼ଗୋଠ ୫, ଧଣ୍ଡାମାଲ ୪, ଜରାସିଂହା ୩,
Read More...

ଦେଓଗାଁ ପୁଲିସ : ଦିନରେ ଟାଇଟ, ରାତିରେ ଢ଼ିଲା : ଥାନା ସମ୍ମୁଖ ଦୋକାନର ତାଲା ଭାଙ୍ଗି ଡକାୟତି, ପୁଲିସ ଉପରେ ଭରସା…

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶାରେ ଲାଗୁ ହୋଇଛି ଲକଡାଉନ । ଜରୁରୀ ସେବାକୁ ଛାଡି ବନ୍ଦ ରହିଛି ସମସ୍ତ ଦୋକାନ ବଜାର । ଗହଳି ହେଉଥିବା ସ୍ଥାନରେ ପୁଲିସ ଦେଉଛି ପହଁରା । କିନ୍ତୁ ଦେଓଗାଁ ଥାନା ସମ୍ମୁଖରେ ଥିବା ଏକ ଦୋକାନର ହେଉଛି ଚୋରି । କେବଳ ଏତିକି ନୁହେଁ ଚୋରି ହେବା ପରେ ପରେ
Read More...

ଦେଓଗାଁ ବ୍ଲକରେ ଅଧିକ ୩ଟି ନୂତନ ଟୀକାକରଣ କେନ୍ଦ୍ର ଖୋଲିବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଇଛି । ରୋଗୀ ଚିହ୍ନଟ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ
Read More...