Browsing Tag

deogaon news

ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା : ଶିକ୍ଷାଦାନ ଆରମ୍ଭ ହେବାରେ ବିଲମ୍ବ ନେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ବନ୍ଧପଡ଼ା ହାଇସ୍କୁଲକୁ ଉନ୍ନିତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଘୋଷଣା କରିବା ପରେ ସମଗ୍ର ଦେଓଗାଁ ବ୍ଲକର ଶିକ୍ଷା ପ୍ରେମୀ ମହଲରେ ଆନନ୍ଦର ଲହରି ଖେଳିଯାଇଥିଲା । ହେଲେ ଦିନକୁ ଦିନ ଶିକ୍ଷା ବର୍ଷ ଶେଷ ହେବାକୁ
Read More...

ପୋଲ ନାହିଁ : ନଦୀ ପାରହୋଇ ଟୀକା ନେବାକୁ ଯାଉଛନ୍ତି ପ୍ରସୂତି ଓ ଗର୍ଭବତୀ ମା’, ବାଧକ ସାଜିଛି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଏକ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟ ଥିବା ବ୍ଲକ୍ । ଏହି ବ୍ଲକର ଉତ୍ତରରୁ ଦକ୍ଷିଣକୁ ଜାତୀୟ ରାଜପଥ ଯାଇଥିବା ବେଳେ ପଶ୍ଚିମରୁ ପୂର୍ବକୁ ବହି ଯାଉଛି ଦେଓଗାଁ ବ୍ଲକର ଜୀବନ ରେଖା ସୋନଗଡ ନଦୀ । ଚାରିପାଖେ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ୧ ନମ୍ବର ଜୋନ୍‌ସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ୧ ନମ୍ବର ଜୋନ୍‌ର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ୧୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳାରେ ଅନୁ‌ଷ୍ଠିତ ହୋଇଯାଇଛି । ଦେଓଗାଁ, ତୁଷୁରା ଓ ସଇଁତଲା ଥାନା ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀ ଏହି ବୈଠକରେ
Read More...

ମହଲାଇ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ନେଇ ବୁଧବାର ରାତିରେ ସ୍ଥାନୀୟ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ହେଲା ପୂଜା କୋଭିଡ କଟକଣାରେ ଆୟୋଜିତ ହୋଇ ଆସୁଥିବାରୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ
Read More...

ଗଣେଷ ପୂଜା ଓ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଡ଼କୁଆ ଯୁବକ ସଂଘ, ଡ଼କୁଆପଡ଼ା ଆନୁକୂଲ୍ୟରେ ପୂର୍ବତନ ସଭାପତି ମହେନ୍ଦ୍ର ଦୀପଙ୍କ ସଭାପତିତ୍ୱରେ “ଗଣେଷ ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ-୨୦୨୨” କାର୍ଯ୍ୟକ୍ରମର ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ଦେଓଗାଁ ଏବିଇଓଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅଜିତ ସାହୁ ୩୧ତାରିଖ ଅବସର ଗ୍ରହଣ କରିଛନ୍ତି । ସେ ଗତ ଫେବୃୟାରୀରେ ଦେଓଗାଁ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀଭାବେ ଯୋଗ ଦେଇଥିଲେ ।
Read More...

ଟ୍ରେନ୍‌ରେ କଟି ମହିଳା ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ସକାଳ ପ୍ରାୟ ୮ଟା ସମୟରେ ହାତୀସରା ଗାଁର ନରେଶ ବକୁଲଙ୍କ ସ୍ତ୍ରୀ ରୁକ୍ମଣୀ ବକୁଳ(୩୦) ନିକଟସ୍ଥ ରେଲୱେ ଲାଇନ ପଟକୁ ଯାଇଥିବା ସମୟରେ ଟ୍ରେନରେ କଟିଯାଇଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ରେଲୱେ ପୋଲିସ ଖବର ପାଇବା ପରେ କେସ୍‌ ନମ୍ବର ୧୪/୨୨ରେ ଏକ
Read More...

ଦେଓଗାଁ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅଞ୍ଚଳରେ କିଛି ଦିନ ହେଲା ଅଘୋଷିତ ବିଦ୍ୟତ କାଟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିତରଣ ପରିଚାଳନା ନେବାପରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ନେଇ ମତ
Read More...

ମହିଳା ଗୋଷ୍ଠୀକୁ ମହୁଚାଷ ଉପକରଣ ବଣ୍ଟନ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଈବାହାଲ ଓ ଉଡାର ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀକୁ ମହୁଚାଷ ପାଇଁ ଉପକରଣ ବଣ୍ଟନ କରାଯାଇଛି । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ଗାଈବାହାଲ ପଞ୍ଚାୟତ ଘୁଚିପାଲି ଗାଁର ମା' ସାବିତ୍ରୀ, ଗାୟତ୍ରୀ, ବୀଣାପାଣି ଗୋଷ୍ଠୀର ୩୦
Read More...

କୁଡ଼ାସିଂହା କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାର୍ବଜନୀନ ସାଂସ୍କୃତିକ କଲା ପରିଷଦ ଓ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ବଲାଙ୍ଗିର ନେହେରୁ ଯୁବକେନ୍ଦ୍ରର ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...