Browsing Tag

deogaon news

ଗୌଡ଼ଗୋଠ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ଆୟୁଷ୍ମାନ ଭଵଃ ସାପ୍ତାହିକ ସ୍ଵାସ୍ଥ୍ୟ ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆରୋଗ୍ୟକେନ୍ଦ୍ର ଆନୁକୁଲ୍ୟରେ ଆୟୁଷ୍ମାନ ଭବଃ ସାପ୍ତାହିକ ସ୍ଵାସ୍ଥ୍ୟ ମେଳା ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ପ୍ରିୟଦର୍ଶିନୀ ଲେଙ୍କାଙ୍କ ସଭାପତିତ୍ୱରେ ମହିଳା
Read More...

ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଲକ୍ଷ୍ମଣ ମେହେର

ଦେଓଗାଁ, (କେପିଏନ୍‌ଏସ୍‌) : ସାଲେପାଲିରୁ ସରଗଡ଼ା ରାସ୍ତାର ସୋନଗଡ଼ ନଦୀ ଉପରେ ଏକ ଉଚ୍ଚ କ୍ଷମତା ସଂପନ୍ନ ବ୍ରିଜ୍‌ ନିର୍ମାଣ ପାଇଁ ଗତ ୪ ଦିନ ତଳେ ରାଜ୍ୟ ସରକାର ୨୧ କୋଟି ଟଙ୍କା ମଂଜୁର କରିଛନ୍ତି । ୨୧୦ ମିଟର ବିଶିଷ୍ଟ ଏହି ବ୍ରିଜ୍‌ ନିର୍ମାଣ ଦ୍ୱାରା ସଇଁତଲା, ଗୁଡ଼ଭେଲା ଓ ଦେଓଗାଁ
Read More...

ସାରସମାଲ ସ୍କୁଲରେ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସମାଲ ପଞ୍ଚାୟତର ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ୧୦ଟା ସମୟରେ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ
Read More...

ସାଲେପାଲି ଗ୍ରାମମଙ୍ଗଳ ପାଠାଗାରେ ବରିଷ୍ଠ ନାଗରିକ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଅନ୍ତେ ନିବାସରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ
Read More...

ସତ୍ୟବାଦୀ ହାଇସ୍ଲୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଳ ସତ୍ୟବାଦୀ ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ
Read More...

ଜିଏସ୍‌ଟି ଚଢ଼ଉ : ୯୯ ହଜାର ଜରିମାନା ଆଦାୟ

ଦେଓଗାଁ : ବରଗଡ଼-ବରିଗୁମା ଏନ୍‌ଏଚ୍‌-୨୬ର ବିଭିନ୍ନ ସ୍ଥାନରେ ବଲାଙ୍ଗିର ଜିଏସ୍‌ଟି ଟିମ୍‌ ଚଢ଼ଉ କରି ୩ଟି ଗାଡ଼ିରୁ ୯୯ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋ‌ର୍ସମେଣ୍ଟ ମୋବାଇଲ ୟୁନିଟ ରାସ୍ତାରେ ମାଲ୍‌ ବୋଝେଇ
Read More...

ଦେଓଗାଁ ବ୍ଲକସ୍ତରୀୟ ଖୋଖୋ ଖେଳାଳି ଚୟନ ଶିବିର

ଖୋ ଖୋରେ ୨୭ସ୍କୁଲର ୧୪୭ ଜଣ ଅଂଶ ଗ୍ରହଣ କଲେ ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଦେଓଗାଁ ବ୍ଲକସ୍ତରୀୟ ଖୋଖୋ ଖେଳାଳି ଚୟନ ଶିବିର ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ, କରୁଆଁଝର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ
Read More...

ନୂଆଁଖାଇ ପର୍ବ ତିଆରିଛି ଏକତା : ଦେଓଗାଁ ସେଲମା ବଂଶର ୧୬ତମ ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୮ ମସିହାରୁ ଗୌନ୍ତିଆ ଭକ୍ତ ଚରଣ ସାହୁଙ୍କ ନେତୃତ୍ବ ଓ ଆବାହକତ୍ବରେ ସାମୁହିକ ନୂଆଁଖାଇ ପର୍ବ ପାଳନ ଆରମ୍ଭ ହୋଇଥିଲା । ପ୍ରାୟ ୧୫ଟି
Read More...

ଦେଓଗାଁ ବ୍ଲକର ୬୦ଜଣ ଗୋପାଳକଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୧୧ଟା ସମୟରେ ଦେଓଗାଁ ବ୍ଲକ ସଭା ଗୃହରେ ଗାଈଗୁହାଲ ନିର୍ମାଣ କରିବା ପାଇଁ ୬୦ଜଣ ଗୋପାଳଙ୍କୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡ଼ିଛି । ଦେଓଗାଁ ଏପିଓ ସୁଧାଂଶୁ ଶେଖର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିଥିବା ଜଣାପଡିଛି । କୁଲୁତାପଡା ପଞ୍ଚାୟତ ଖଇରମାଲ ଗାଁର ଧନେଶ୍ଵର ପଧାନ, ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁର ବିରଞ୍ଚି ପୁଟା, ବନ୍ଦେ ପୂଟାଙ୍କ ଘର ଭାଙ୍ଗିଥିବା ଜଣାପଡିଛି
Read More...