Browsing Tag

chandanbhati news

ଚନ୍ଦନଭାଟିର ଅର୍ଦ୍ଧନିର୍ମିତ ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଦେଢ ବର୍ଷ ତଳେ ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଚନ୍ଦନଭାଟୀ ବସଷ୍ଟାଣ୍ଡରେ ଥିବା ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ । ହେଲେ କରୋନା ମହାମାରୀ ଯୋଗୁଁ ଅଟକି ରହିଥିଲା ଏହି କାର୍ଯ୍ୟ । ଭକ୍ତଙ୍କ ମନଯୋଗ ଏବଂ ସହଯୋଗରେ ପୁଣି ଅର୍ଦ୍ଧନିର୍ମିତ ମନ୍ଦିର କାମ
Read More...

ବଘଲା ନୂତନ ଖେଳ ପଡିଆ ପାଇଁ ଏକ ନଲକୂପ ଖନନ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ନୂତନ ଖେଳ ପଡିଆ ଉପରେ ଚନ୍ଦନଭାଟି ଅଞ୍ଚଳର ଶହ ଶହ ଖେଳାଳୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ କ୍ରିକେଟ, ଫୁଟବଲ ଖେଳିବାକୁ ତଥା ମର୍ଣ୍ଣିଂ ୱାକ୍ କରିବାକୁ ଲୋକେ ଯାଇଥାନ୍ତି । ହେଲେ ଏହି ପଡିଆଟି ଜଙ୍ଗଲ
Read More...

ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି : ରୋଗୀ ସେବା ଠପ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ଡାକ୍ତର ରବିଶଙ୍କର ବାବୁ ତା.୪.୧୨.୨୦୧୫ ରୁ ତା.୩୦.୧୦.୨୦୨୦ ଦୀର୍ଘ ପାଞ୍ଚ ବର୍ଷ ଧରି ରୋଗୀମାନଙ୍କ ସେବା କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ଗତ ୩୦ ତାରିଖରେ ତାଙ୍କୁ ଅବସରକାଳୀନ ବିଦାୟ
Read More...

ଦୀର୍ଘ ୩ ମାସ ହେଲା ଅଚଳ ହୋଇ ପଡିଛି ନଳକୂପ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଚାଂୟତର ବାଦିଘୋର ଗ୍ରାମରେ ହରିଜନ ପଡାଠାରେ ଅଚଳ ହୋଇ ପଡିଛି ନଳକୂପ । ଲୋକେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁର ଲୋକଙ୍କ ଗୁାହରୀ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଏଥିପାଇଁ ଜନ
Read More...

ଅଜଣା ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଚିମନିଭାଟିର ମକରଧ୍ଵଜ ଭୂଏ(୪୫) ଆଜି ସକାଲ ୭ଟାରେ କୌଣସି କାମରେ ଚନ୍ଦନଭାଟି ଆସିଥିଲେ । ସକାଲ ୮ଟା ସମୟରେ କାମ ସାରି ସାଇକେଲରେ ଫେରୁଥିବା ବେଳେ ବାଦିଘୋର୍‌ ପୋଲ ନିକଟରେ ତାକୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର୍‌ ମାରିଥିଲା । ବାଟୋଇ
Read More...

ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଉପରପଡାବାସୀ ପାନୀୟ ଜଳ ପାଇବାରୁ ବଚିଂତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନ ଭାଟି ପଚାଂୟତର ବାଦିଘୋର ଗ୍ରାମର ଉପରପଡା ବାସିନ୍ଦା ଦୀର୍ଘ ୧୦ ବର୍ଷରୁ ଅଧିକ କାଳ ହେବ ପାନୀୟ ଜଳ ପାଇବାରୁ ବଚିଂତ ଅଛନ୍ତି । ଗ୍ରାମବାସୀ ଅନେକ ହାରି ଗୁହାରୀ କରିବା ପରେ ମଧ୍ୟ ବିଫଳ ହୋଇଥିଲେ । ପରେ ସମସ୍ୟାର
Read More...

ମା’ ଦୁର୍ଗାଙ୍କ ଭସାଣୀ ଯାତ୍ରା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗୋଟିଏ ବର୍ଷ ପରେ ଆସିଥିଲେ ଧରାପୃ୍େ‌ଠକୁ ମା' ଦୁର୍ଗା । ମାନବ ସମାଜର କଲ୍ୟାଣ ନିମନେ୍‌ନ୍ତ ଆଶୀର୍ବାଦ ଦେବା ପାଇଁ ପାଞ୍ଚ ଦିନ ଧରି ପୂଜା ମଣ୍ଡପରେ ଉଭା ହୋଇ ପୂଜା ପାଉଥିଲେ ମା' । ଭକ୍ତଙ୍କ ହାରି ଗୁହାରି ଶୁଣିଥିଲେ । ଭକ୍ତମାନେ ମଧ୍ୟ ମା'ଙ୍କ
Read More...

ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମସ୍ତଙ୍କ ନିଦ ହଜାଇ ଦେଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ
Read More...

ଚନ୍ଦନଭାଟିରେ ମା’ ଦୁର୍ଗା‌ଙ୍କ ମୂର୍ତ୍ତି ନିର୍ମାଣ କାମ ଜୋର୍‌ସୋର୍‌ ଚାଲିଛି

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବହୁ ବର୍ଷ ଧରି ଚାଲି ଆସୁଥିବା ଚନ୍ଦନଭାଟିର ଦଶହରା ପର୍ବ ଖୁବ୍ ଧୁମଧାମରେ ପାଳିତ ହୋଇଥାଏ । ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବେଶ୍‌ ସୁନାମ ଅର୍ଜନ କରିଛି ଏହି ଅଞ୍ଚଳରେ । ହେଲେ ଚଳିତ ବର୍ଷ କରୋନା ସଂକଟ ଯୋଗୁଁ କୌଣସି ସାଂସ୍କୃତିକ
Read More...

ବଘଲା ଗ୍ରାମର ଦୂର୍ଗାପୂଜା ପାଇଁ ମୂର୍ତ୍ତି କାମ ଆରମ୍ଭ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମରେ ବହୁ ବର୍ଷରୁ ଦୁର୍ଗାପୂଜା ହୋଇ ଆସୁଥିବା ବେଳେ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛି ଏହି ଗାଁର ଦଶହରା ପର୍ବ । ଏବର୍ଷ କରୋନା ମହାମାରୀ ପାଇଁ ସବୁ ପର୍ବପର୍ବାଣୀ ଖାଁ ଖାଁ ଲାଗୁଛି ସତ, ହେଲେ ବହୁଦିନରୁ
Read More...