Browsing Tag

boudh news

ନୂଆଁଖାଇ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବୌଦ୍ଧ,(ବଂଶୀଧର ମାଝୀ): କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ଡ.କରୁଣାକର ନନ୍ଦ ଯିଏକି ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର୍ ଅଛନ୍ତି ସେ ଏବଂ ତାଙ୍କର ସହଯୋଗୀ ଡ. ରବିନନ୍ଦନଙ୍କ ସହାୟତାରେ ନୂଆଁଖାଇ ପର୍ବ ଉପଲକ୍ଷେ ଗରିବ ପରିବାରକୁ ଖାଦ୍ୟ
Read More...

କାର ଦୁର୍ଘଟଣାରେ ୪ଯାତ୍ରୀ ଆହତ

ବୌଦ୍ଧ,(ବଂଶୀଧର ମାଝୀ) ବୌଦ୍ଧ-କିଆକଟା ରାସ୍ତାର ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ସମ୍ବଲପୁରର ଯାଉଥିବା ଗୋଟିଏ ଇଣ୍ଡିକା ଭିଷ୍ଟା କାର୍ ନମ୍ବର ଓଡି ୧୫ବି ୨୪୨୪ ଆଜି ସନ୍ଧ୍ୟା ୫ଟା ସମୟରେ ବୌଦ୍ଧ-କିଆକଟା
Read More...

ପୁରୁଣାକଟକ ଠାରେ ପରିବା ବୋଝେଇ ଗାଡି ଦୁର୍ଘଟଣା

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଠାରେ ଏକ ପରିବା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଓଡ଼ି ୦୩ ୦୬୪୨୭ ନମ୍ବର ମ୍ୟାକ୍ସ ପିକ୍ପ ଗାଡିଟି ସୋନପୁର ଡୁଙ୍ଗିରିପାଲିରୁ ବ୍ରହ୍ମପୁର
Read More...

ଆଦିବାସୀ ସମାଜ ପକ୍ଷରୁ ଦାବୀ : ଶିକ୍ଷାନୀତି ଓ ଆଦିବାସୀ ଜମି ବିକ୍ରି ଉପରେ ପରିବର୍ତ୍ତନ ଦରକାର

ବୌଦ୍ଧ, (ବଂଶୀଧର ମାଝୀ) : ଆଦିବାସୀଙ୍କ ଜମିକୁ ବିଭିନ୍ନ ସ୍ଥାନରେ ଜମି ମାଫିଆମାନେ ଚଞ୍ଚକତା କରି ହଡପ କରୁଥିବାରୁ ଆଦିବାସୀଙ୍କ ଜମି କିଣାବିକା ଉପରେ ଅନୁମତି ନଦେଇ ସରକାରୀ ସ୍ତରରେ ରୋକ ଲଗାଇବାକୁ ନିବେଦନ କରି ଗୋଁଣ୍ତୱାନା ଗୋଁଣ୍ତ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୫ ଦଫା
Read More...

ବୌଦ୍ଧରେ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଆଜି ୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ କେନ୍ଦୁପତ୍ର ଡିଭିଜନର ୧୨ ଜଣ କର୍ମଚାରୀ ରହିଥିବା ବେଳେ ନାରାୟଣନଗର ଗ୍ରାମର ୩ଜଣ ବ୍ୟକ୍ତି ରହିଛନ୍ତି । ଅନ୍ୟଜଣେ ବୌଦ୍ଧର ବାସୀନ୍ଦା
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା କରୋଡକଠା ନିକଟରେ ଆଜି ସକାଳୁ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଥିବା ଜଣାପଡିଛି । ବୁଧବାର ସକାଳୁ ଗାଡି ନଂ. ଓଡ଼ି ୦୨ ବିଇ ୮୬୦୨ କାରଟି ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ
Read More...

କଣ୍ଟାମାଳ ଅଞ୍ଚଳରେ ବଲେନ ବଟା ପୂଜା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକର କୁଦୁର୍କା, ତୁର୍କା, ବିଲବିଲ, ଆରମୁଲ, ବୁଗେର, ବଣ୍ତା, ପାଞ୍ଚପାଳି, କ୍ଷମାବୀର, ସରମଣ୍ତା ଏବଂ ମୁଲକିଆ ଆଦି ଆଦିବାସୀ ପ୍ରଗଣା ମାନଙ୍କରେ ପରମ୍ପରା ଅନୁସାରେ ପାଳିତ ହୋଇ ଆସୁଥିବା ବାର୍ଷିକ ବଲେନ ବଟା ପୂଜା ମଙ୍ଗଳବାର ଦିନ ବିଭିନ୍ନ ଗ୍ରାମରେ
Read More...

୧୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟାସ୍ଥିତି ଆଲୋଚନା କଲେ ଶାସନ ସଚିବ ଅସିତ ତ୍ରିପାଠୀ

ବୌଦ୍ଧ,(ବଂଶୀଧର ମାଝୀ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କେବୁଲ ବୋଝେଇ ଆଇଚର : ଅଳ୍ପକେ ବର୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନ ରାଣିଗଞ୍ଜ ନିକଟରେ ଏକ ଆଇଚର ଗାଡି ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସି ପଡିଥିବା ଜଣା ପଡ଼ିଛି । ଗାଡିଟି ଭୁବନେଶ୍ୱରରୁ କେବୁଲ ବୋଝେଇ କରି
Read More...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଡନି ରୋଗରେ ପୀଡିତ ଦମ୍ପତି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲାର ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠି ଓ ତାଙ୍କ ସ୍ତ୍ରୀ ସମାରୀ ସେଠି ଉଭୟ କିଡ଼ନି ରୋଗରେ ପୀଡିତ ଥିବାବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି । ଦୀର୍ଘ ୨ବର୍ଷ ହେଲା ଦମ୍ପତି କିଡ଼ନି ରୋଗରେ ପୀଡିତ ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ
Read More...