Browsing Tag

boudh news

ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ମହୀଧର ରଣା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ପତ୍ର ସଂଖ୍ୟା ୩୩୦୪/ତା୦୯.୧୨.୨୦୧୯ କ୍ରମେ କଣ୍ଟାମାଳ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଁଲାଚୁଆଁର ଇଂରାଜୀ ଶିକ୍ଷକ ଶିବ ସୁନ୍ଦର ରାଉତଙ୍କ କୋରାପୁଟକୁ ବଦଳି ହୋଇଥିଲା । ଏହି ବଦଳି ଆଦେଶକୁ
Read More...

ଆମ୍ବୁଲାନ୍ସ କିଣିବା ପାଇଁ ଅର୍ଥ ମଞ୍ଜୁର କଲେ କଣ୍ଟାମାଳ ବିଧାୟକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ରୋଗୀମାନଙ୍କୁ ବିଭିନ୍ନ ସମୟରେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ସମୟରେ ସ୍ବତନ୍ତ୍ର ସୁବିଧା ନଥିବାରୁ କଷ୍ଟ ସହ୍ୟ କରିବାକୁ ପଡୁଥିଲା । ଏହାକୁ ଉପଲବଧି କରି ଜନସାଧାରଣଙ୍କ ସୁବିଧା ସକାଶେ କଣ୍ଟାମାଳ ବିଧାୟକ ମହୀଧର ରଣା ବୌଦ୍ଧ କୋଭିଡ୍ ହସପିଟାଲ
Read More...

ଭାରସାମ୍ୟ ହରାଇ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ଆଜି ଭୋର୍ ୩ଟା ସମୟରେ ଜଟଣୀ ଠାରୁ ବଲାଙ୍ଗିର୍ ଅଭିମୁଖେ ଓଡି ୩୩ଆର୍ ୫୨୨୩ ନମ୍ବର ଟ୍ରକ୍
Read More...

ରୋଗୀ ଆଣିବାକୁ ଯାଇ ବାଟରେ ଅଟକିଲା ଆମ୍ବୁଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସାହାଜପିଟା ଗ୍ରାମକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତାରେ ଅଟକି ରହି ଯାଇଥିଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ସାହାଜପିଟା ଗ୍ରାମର ରୋଗୀ ଧରିତ୍ରୀ ରଣାଙ୍କୁ ହସପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ତେବେ
Read More...

ମିଆଁମାରରେ ଅଂଶ ଗ୍ରହଣ କରିବେ ବୌଦ୍ଧର ଝିଅ ଅନୀଷା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଝିଅ ଅନୀଷା । ଆସନ୍ତା ଅପ୍ରେଲ ମାସରେ ମିଆଁମାର ଠାରେ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତା-୨୦୨୧ରେ ସେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି । ଅନୀଷା ବୌଦ୍ଧ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ
Read More...

ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କଲା ପରେ ଯୁବତୀଙ୍କ ଆତ୍ମହତ୍ୟା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ମ୍ରୁତ୍ୟୁ ଘଟିଛି । ମୃତ ଯୁବତୀ ଜଣକ ହେଲେ ପଞ୍ଚମୀ ଭୁଏ(୨୨) । ସୂଚନା ଅନୁସାରେ ଗତକାଲି ବିଳମ୍ବିତ
Read More...

ୱାଇସିଡିଏ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବେସିକ ନିଡ୍‌ସ ଇଣ୍ଡିଆ, ବାଙ୍ଗାଲୋର ସହାୟତାରେ ପ୍ରୋଗାମ ଅଫିସର ରଣଜିତ ସିଂହଙ୍କ ତତ୍ତ୍ୱାବଧାନରେ
Read More...

ମଲିକୁଦ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ବରଗାଁ ସରପଞ୍ଚ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବରଗାଁ ସରପଞ୍ଚ ବେଲମତୀ ସେଠୀ ମଲିକୁଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା
Read More...

କଣ୍ଟାମାଳ ବିଧାୟକଙ୍କୁ କରୋନା : ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ସେପ୍ଟେମ୍ବର ୨୯ ତାରିଖ ଓଡିଶାର ୧୬ତମ ବିଧାନସଭାର ୪ର୍ଥ ଅଧ୍ୟାୟ ଅଧିବେଶନ ସଭା ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ବିଧାୟକମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ କୌଣସି ଲକ୍ଷଣ ନଥାଇ ମଧ୍ୟ ରିପୋର୍ଟରେ
Read More...

ସଂକ୍ରମଣ ଆଶଙ୍କା କରି ରାସ୍ତା ଅବରୋଧ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଅଞ୍ଚଳରେ କେତେକ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ୱାରେଣ୍ଟାଇନରେ ନରହି ଏଣେ ତେଣେ
Read More...