କୁହୁଡି ଯୋଗୁଁ ଦୁର୍ଘଟଣା
ବୌଦ୍ଧ : ଘନ କୁହୁଡି ଯୋଗୁଁ କାର୍ ଦୁର୍ଘଟଣାଗ୍ରସ୍ତ । କାର୍କୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘଐ ୫୭ ମହେଶ୍ୱରପିଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । କାର୍ରେ ଥିବା ୫ ଯାତ୍ରୀ ଆହତ ସୂଚନା । ଆହତ ଯାତ୍ରୀ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।!-->…
Read More...
Read More...