ଓମିକ୍ରନ ପାଇଁ ନିଯୁକ୍ତି ମେଳା ସ୍ଥଗିତ
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ନିଯୁକ୍ତି ମେଳାକୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୧ ତାରିଖରେ ବୌଦ୍ଧ ଟାଉନହଲଠାରେ ଏବଂ ୧୨ ତାରିଖରେ ପଞ୍ଚାୟତ କଲେଜ!-->…
Read More...
Read More...