Browsing Tag

boudh news

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ଗତକାଲି କଂଗ୍ରେସ ପକ୍ଷରୁ ସମସ୍ତ ୦୯ ଗୋଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଖବର ମିଳିଛି । ଜୋନ ନମ୍ବର ୦୧ ପାଇଁ କୁମଦିନି ମିର୍ଧା, ଜୋନ ୦୨
Read More...

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ବିଜେଡି ପକ୍ଷରୁ ତାର ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ
Read More...

ସରସରା ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ସରସରା ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ବୋଲି ଜଣାପଡିଛି । ମୃତକ ଜଣଙ୍କ ହେଲେ ସରସରା ଗାଁର ଅନାମୁ ମିର୍ଦ୍ଧା । ସୂଚନା ଅନୁସାରେ ଆଜି ସକାଳୁ ଅନାମୁଙ୍କ ମୃତଦେହ ୫୭ ନଂ ଜାତୀୟ ରାଜପଥ ସରସରା
Read More...

ବୌଦ୍ଧର ୨ କଂଗ୍ରେସ ନେତା ବିଜେଡିରେ ସାମିଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ କମିଟିର ଦୁଇ ଟାଣୁଆ ନେତା ତଥା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁଧୀର ମହାକୁଡ଼ ଓ ଜୋନ ନମ୍ବର ୩ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧୃବ ଚରଣ ପ୍ରଧାନ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେଡି ଦଳରେ ସାମିଲ
Read More...

ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟାମାଲ ବିଜେପିର ସାଙ୍ଗଠାନିକ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାଉଁଶୁଣି ତୁଳସୀ କଲ୍ୟାଣ ମଣ୍ଡପଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଏକ ସାଙ୍ଗଠାନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳ କିପରି ନିର୍ବାଚନରେ ବିଜୟୀ ହେବ ସେ ନେଇ ରଣକୌଶଳ
Read More...

ହରଭଙ୍ଗାରେ ପାନୀୟ ଜଳ ଯୋଗାଣ ଠପ୍‌, ଜନ ଅସନ୍ତୋଷ

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ଗ୍ରାମ ପଂଚାୟତରେ ପାନୀୟ ଜଳଯୋଗାଣ ଠପ୍‌ ହୋଇଯାଇଛି । ଫଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ହରଭଙ୍ଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ମାଧ୍ୟମରେ ହରଭଙ୍ଗା ପଂଚାୟତର ୫ଟି ୱାର୍ଡ ସମତେ ଡାକ୍ତରଖାନା, ହାଇସ୍କୁଲ ଓ କଲେଜ ଆଦି ଅଂଚଳକୁ
Read More...

ଖଟଖଟିଆ ନୂଆପଡ଼ାରେ ଅଛରାଏ ବର୍ଷାରେ ଆଣ୍ଠୁଏ ପାଣି : ଲୋକେ ଡ଼ହକ ବିକଳ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଗାଁର ନୂଆପଡା ରାସ୍ତାରେ ଅଛରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ହୋଇଯାଉଛି । ଗତ ୬ମାସ ହେବ ଏଲ୍‌ଏନ୍‌ଟି କମ୍ପାନୀ ପାଣି ନିଷ୍କାସନ ପାଇଁ କୌଣସି ବାଟ ନରଖି ଖୋଲିଦେବା ଯୋଗୁଁ ଏବେ ବର୍ଷା ହେବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ଘରକୁ
Read More...

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସଗୋରା ହାଇସ୍କୁଲଠାରେ ଏକ ଜରୁରୀ ବୈଠକ ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ମୃତ ଶିକ୍ଷକଙ୍କ ପାଇଁ ନିରବ ପ୍ରାର୍ଥନା କରିଥଲେ । ବୈଠକରେ ଯୁଗ୍ମ ସଂପାଦକ ରଂଜୁ ଅମାତ ବୈଠକର ଉଦେଶ୍ୟ ସମ୍ପର୍କରେ ଆଲୋକପାତ
Read More...

କଣ୍ଟାମାଳ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁ ମିଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ ବିଶ୍ବଜିତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ଘଣ୍ଟାପଡାଠାରେ ଆଞ୍ଚଳିକ କ୍ଲବ ଗଠିତ : ଦେବରାଜ ସାହୁ ସଭାପତି, ଶ୍ରୀପତି ମଲିକ ସଂପାଦକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ବନ୍ୟା ଆଶ୍ରମ ସ୍ଥଳୀଠାରେ ଘଣ୍ଟାପଡା ଜୋନ ନଂ‐୧ ଅଞ୍ଚଳର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ବୈଠକ ଦେବରାଜ ସାହୁଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ମନ୍ଦରଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଞ୍ଚଳର ବିକାଶ ନିମନ୍ତେ
Read More...