ଡ୍ୟୁଟି ସମୟରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ୧୧ ଲକ୍ଷ କ୍ଷତିପୂରଣ ସହ ଚାକିରି ପ୍ରତିଶୃତି
ବୀରମିତ୍ରପୁର, (କେପିଏନ୍ଏସ୍) : ଗତକାଲି ବାନିଗୁନୀ ଗ୍ରାମର ଶ୍ରମିକ ସ୍ୱର୍ଗତ ମାନିଆ ଏକ୍କାଙ୍କ ମୃତ୍ୟୁ ଖବର ପାଇ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ତୁରନ୍ତ ଜେପି ହସ୍ପିଟାଲ, ରାଉରକେଲାରେ ପହଞ୍ଚି ପରିବାରକୁ ଭେଟି ସମବେଦନା ଜଣାଇଲେ । ଡ୍ୟୁଟି ସମୟରେ ତଳେ ପଡି ଗୁରୁତର ହୋଇ!-->…
Read More...
Read More...