Browsing Tag

bhadrak news

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଲା ଟ୍ରକ୍‌ : ଡ୍ରାଇଭର ଓ ହେଲପର୍‌ ଆହତ

ଭଦ୍ରକ : ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ୍‌ ଖସିପଡ଼ିଥିଲା । ଗେଲପୁର ଛକ ନିକଟରେ ଟ୍ରକ୍‌ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଓ
Read More...

ବଣରୁ ନରକଙ୍କାଳ ଜବତ

ଭଦ୍ରକ : ରାସ୍ତା କଡ ବଣରୁ ନରକଙ୍କାଳ ଜବତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣରୁ ନରକଙ୍କାଳ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ କିଛି ଲୋକ ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣକୁ ସଫା କରୁଥିବା ବେଳେ ସେଠାରେ
Read More...

ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର

ଭଦ୍ରକ : ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନଘର
Read More...

ପୂର୍ବତନ ସିଡିଏମ୍‌ଓ ଛୁରୀ ମାଡ଼ ଘଟଣା : ଏସ୍‌ପିଙ୍କୁ ଭେଟିଲେ ଆଇଏମ୍‌ଏ ଟିମ୍

ଭଦ୍ରକ : ଲୁଟ୍ ପାଇଁ ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରୀ ମାଡ଼ ଘଟଣାରେ ଏସ୍‌ପିଙ୍କୁ ଭେଟିଲେ ବରିଷ୍ଠ ନାଗରିକ, ଡାକ୍ତର ସଂଘ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ସଦସ୍ୟ । ଭଦ୍ରକ ସହରାଞ୍ଚଳ ଥାନା ଅଧିନ ଚାରିଘରିଆଠାରେ ଯାଜପୁର ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କୁ
Read More...

ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ ଅଭିଯୋଗ

ଭଦ୍ରକ : ଯାଜପୁର ଜିଲ୍ଲାର ପୂର୍ବତନ ତଥା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ କିଛି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଶ୍ରୀପାଢୀଙ୍କ ଘରେ ପଶିଥିଲେ । ତେବେ ଏହି ସମୟରେ
Read More...

ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ଅଭିଯୋଗ

ଭଦ୍ରକ : ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସନ୍ଥିଆ ସ୍ଥିତ ମଦନମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ଚୋରି ହୋଇଛି ।
Read More...

ତୀର୍ଥଯାତ୍ରୀ ବସ୍ ଓଲଟି ୨୦ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ବେଳେ
Read More...

ବାହାନଗା ରେଳ ଦୁର୍ଘଟଣାରେ ୭୯ ଜଣ ଆହତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତ ହୋଇଥିବା ୭୯ଜଣ ବ୍ୟକ୍ତି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ୧୪ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୪୮ ଜଣ ଡାକ୍ତର ଚିକିତ୍ସାରେ ଲାଗିଛନ୍ତି ।
Read More...

ବଜ୍ରାଘାତରେ ଯୁବକ ମୃତ

ଭଦ୍ରକ : ଭଦ୍ରକ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତ ତେନ୍ତୁଲିଦା ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଉପେନ୍ଦ୍ର ଦାସଙ୍କ ପୁଅ ସୁବାସ ଦାସ । ସୂଚନା ଅନୁସାରେ ସୁବାସ ନିଜର ଚିଙ୍ଗୁଡ଼ି ପ୍ଲାଣ୍ଟରୁ କାମ ସାରି ଘରକୁ
Read More...

ଟ୍ରକ ଦୁର୍ଘଟଣାରେ ୫ ଗୁରୁତର

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଳପୁର ଛକ ନିକଟରେ କୁକୁଡ଼ା ନେବାକୁ ଆସିଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି । ଟ୍ରକରେ ମୋଟ ୬ ଜଣ ଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ, କୁକୁଡ଼ା ନେବା ପାଇଁ
Read More...